ଏମିତି ବି ଆସେ ମୃତ୍ୟୁ: ପ୍ରାକ୍ଟିକାଲ୍ ରେକର୍ଡ଼ ଲେଖୁ ଲେଖୁ ଶୋଇପଡିଲେ ଛାତ୍ରୀ, ଆଉ ଉଠିଲେନି
ପୁରୀ: କଥାରେ ଅଛି ନିଶ୍ୱାସର ନାହିଁ ବିଶ୍ୱାସ। କେତେବେଳେ କେଉଁ ବୟସରେ ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟେ ତାହା ମଧ୍ୟ କହିହୁଏନାହିଁ। ଏପରି ଏକ ଦୁଃଖଦ ଘଟଣା ପୁରୀ ଜିଲ୍ଲାରୁ ଆସିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡାଙ୍କ ଅକାଳ…