ମହିଳା ବିଶ୍ୱକପ ଫୁଟବଲ: ସ୍ପେନ-ଇଂଲଣ୍ଡ ଫାଇନାଲ
ସିଡନୀ: ଇଂଲଣ୍ଡ ଚଳିତ ଫିଫା ମହିଳା ବିଶ୍ୱକପ ଫୁଟବଲର ଫାଇନାଲରେ ପ୍ରବେଶ କରିଛି । ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ୩-୧ ଗୋଲରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଫାଇନାଲରେ ସ୍ପେନ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଉଭୟ ଟିମ ପ୍ରଥମ ଥର ପାଇଁ ଏହି ମେଗା…