ପ୍ରେସକ୍ରିପ୍ସନରେ ଜେନେରିକ ମେଡିସିନ ଲେଖିବାକୁ ଡାକ୍ତର ବାଧ୍ୟ; ନ ହେଲେ ଲାଇସେନ୍ସ ରଦ୍ଦ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ସ୍ୱାସ୍ଥ୍ୟସେବା ସମ୍ପର୍କିତ ନୂଆ ଆଇନ ଜାରି କରିଛନ୍ତି । ସମସ୍ତ ଡାକ୍ତର ଏଣିକି ପ୍ରେସକ୍ରିପସନରେ ଜେନେରିକ ଔଷଧ ଲେଖିବାକୁ ବାଧ୍ୟ । ଏହି ନିୟମ ନ ମାନିଲେ ଡାକ୍ତରୀ ଲାଇସେନ୍ସ ରଦ୍ଦ କରାଯିବ । ଏମିତି ଚେତାବନୀ ଦେଇଛି ଏନଏମସି।…