ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା, ଖଗେଶ୍ବର ପାତ୍ରଙ୍କ ଜାମିନ୍ ଆବେଦନର ରାୟ ସଂରକ୍ଷିତ
କଟକ: ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଦ୍ୱାରା ପରିଚାଳିତ ବହୁ ଚର୍ଚ୍ଚିତ ହନିଟ୍ରାପ ରାକେଟ୍ ମାମଲାରେ ଅଭିଯୁକ୍ତ ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।
ଗତବର୍ଷ ନଭେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…