Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ମୁତୟନ ହେଲା ତେଜସ୍ ଏମକେ-୧

ଶ୍ରୀନଗର: ଭାରତୀୟ ବାୟୁସେନା ଜମ୍ମୁ-କାଶ୍ନୀରର ଅବନ୍ତିପୋରା ବିମାନଘାଟିରେ ହାଲୁକା ଲଢୁଆ ବିମାନ ତେଜସ୍ ଏମକେ-1 ମୁତୟନ କରିଛି। ଚୀନ ଓ ପାକିସ୍ତାନର ହରକତ ଦୃଷ୍ଟିରୁ ଏହି ଅଞ୍ଚଳ ସର୍ବଦା ସମ୍ବେଦନଶୀଳ ରହିଆସିଛି। ପାକିସ୍ତାନ ସହ ସୀମାବର୍ତ୍ତୀ କେନ୍ଦ୍ରଶାସିତ ଅଞ୍ଚଳର ଉପତ୍ୟକାରେ ଉଡ଼ାଣ…

କବିତା : ଶ୍ରୀ ଅପାରଗ ଉବାଚ

କାମଦେବ ମହାରଣା ପିଲାଦିନରୁ ହିଁ ଏମିତି ହିନସ୍ତା ମୁଁ। ନା ରୂପରେ ନା ଗୁଣରେ ନା ପାଠରେ ନା ଶାଠରେ ନା ମିଛରେ ମାହିର ନା ସତରେ ସୌଦାଗର ଏମିତି ଶବ୍ଦ ଯୋଡୁ ଯୋଡୁ ବାହାରି ପଡ଼େ ପଦେ ଅଧେ ତାକୁ କିଏ କହିବ କବିତା, ନା ମୁଁ କବି! ଏମିତି ଆସେନି ବୋଲି କିଛି ନିଦ ଏଡେଇ ଚାଲିଯାଏ…

୭ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ଡ଼. ମୋହନ ଭାଗବତ ଆଜିଠାରୁ ୭ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସେ ସୋମବାର ଓଡ଼ିଶା ଗସ୍ତରେ ବାହାରି ଭୁବନେଶ୍ୱର ପହଞ୍ଚିବେ। ଏହି ଗସ୍ତ ସମୟରେ ଡ଼. ଭାଗବତ ଗଣ୍ଡମୁଣ୍ଡାସ୍ଥିତ ସ୍ୱାମୀ ବିବେକାନନ୍ଦ ପାଠ୍ୟକ୍ରମ କେନ୍ଦ୍ରର…

କେନ୍ଦ୍ରର ନିର୍ଦ୍ଦେଶ ପ୍ରକୃତ ବିଜୁଳି ଶକ୍ତି ବ୍ୟବହାର ଉପରେ ସବ୍‌ସିଡି ଆକାଉଣ୍ଟିଂ ଓ ଦେୟ ପୈଠ ଉପରେ ନଜର ରଖ

ନୂଆଦିଲ୍ଲୀ: ବିଦ୍ୟୁତ୍ ବିତରଣକାରୀ କମ୍ପାନୀ ବା ଡିସ୍‌କମ୍ ଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାର କେତେକ ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ ଡିସ୍‌କମ୍‌ଗୁଡିକର ହିସାବପତ୍ର ରଖିବା ବ୍ୟବସ୍ଥା, ରିପୋର୍ଟିଂ, ବିଲିଂ ତଥା ରାଜ୍ୟ ସରକାର ଯୋଗାଉଥିବା…

ନିର୍ବାଚନ ପ୍ରସ୍ତୁତି: ସୋମବାର ଓଡ଼ିଶା ସାଂସଦଙ୍କୁ ଭେଟିବେ ମୋଦୀ, ଶାହ, ରାଜନାଥ, ଗଡକରୀ…

ନୂଆଦିଲ୍ଲୀ: ଦେଶର ରାଜନୈତିକ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଉଭୟ ଶାସକ ଦଳ ଏବଂ ବିରୋଧୀ ପରସ୍ପର ବିରୋଧରେ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ଏହି ପର୍ଯ୍ୟାୟରେ, ଏନଡିଏ ସାଂସଦମାନଙ୍କର ୧୧ ଟି ବୈଠକ ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ ଆରମ୍ଭ…

ଇଣ୍ଡିଆ ଟିଭି ସର୍ଭେ ରିପୋର୍ଟକୁ ବିଜେଡି ଓ କଂଗ୍ରେସର ନାପସନ୍ଦ, ବିଜେପି ଉତ୍ସାହିତ

ଭୁବନେଶ୍ୱର: ଇଣ୍ଡିଆ ଟିଭି ସିଏନ୍ଏକ୍ସ ଜନମତ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏକୁ ସ୍ପଷ୍ଟ ଜନାଦେଶ ମିଳିବା ପରେ ଓଡ଼ିଶାର ରାଜନୀତି ସରଗରମ ହୋଇଛି। ୫୪୩ ଲୋକସଭା ଆସନରୁ ଏନଡିଏ ୩୧୮ଟି ଆସନ ସହ ନିର୍ଣ୍ଣାୟକ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ସର୍ଭେରେ…

କୋରାପୁଟ ଜଳଭଣ୍ଡାର: ଓଡ଼ିଶା ସରକାରଙ୍କ ନୋଟିସ୍ ବୋର୍ଡକୁ ଆନ୍ଧ୍ର ଅଧିକାରୀ ଫିଙ୍ଗିଦେଲେ

ଭୁବନେଶ୍ୱର: ଦୁଇ ରାଜ୍ୟର ସୀମା ବିବାଦ ଏବେ ଆହୁରି ବଢିବାରେ ଲାଗିଛି। କୋରାପୁଟରେ ଆନ୍ଧ୍ରର ହସ୍ତକ୍ଷେପର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ପଡ଼ୋଶୀ ରାଜ୍ୟର କିଛି ଅଧିକାରୀ ଜିଲ୍ଲାର ଏକ ଜଳ ପ୍ରକଳ୍ପର ଫଳକକୁ ହଟାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ମୁଚିମପୁଟ…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ସମବାୟ ବ୍ୟାଙ୍କର ଛାତ

ସମ୍ବଲପୁର: ରବିବାର ପ୍ରବଳ ବର୍ଷାରେ ସମବାୟ ବ୍ୟାଙ୍କର ଛାତ ଭୁଶୁଡ଼ି ପଡ଼ିଛି । ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କର ଛାତ ଭୁଶୁଡ଼ି ଯାଇଛି । ସ୍ଥାନୀୟ କୁଞ୍ଜେଲପଡ଼ାର ଏକ ଭଡ଼ା ଘରେ ସମବାୟ ବ୍ୟାଙ୍କ ଚାଲିଥିଲା । ଆଜି ରବିବାର ଥିବାବେଳେ ଛାତ ଭୁଶୁ଼ଡ଼ିଥିବାରୁ କାହାରି କିଛି…

ମ୍ୟାଲେରିଆ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକର୍ମୀ ଚାଲିଲେ ୯ କିଲୋମିଟର

ନବରଙ୍ଗପୁର: ଝରିଗାଁ ବ୍ଲକ ଅନ୍ତର୍ଗତ ମ୍ୟାଲେରିଆ ପ୍ରଭାବିତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଛି।ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ବାଧ୍ୟହୋଇ ସେମାନେ ଦୀର୍ଘ ନଅ କିଲୋମିଟର ପାଦରେ ଚାଲି ଚାଲି ଯାଇ ଆବଶ୍ୟକ…

ହଷ୍ଟେଲ ରୁମରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଲ ଏମ୍ଆଇଟିଏସ୍ ଇଞ୍ଜିନିୟରିଂ କଲେଜରୁ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ମିଳିଛି । ମୃତକ ବରଗଡ଼ର ୨୧ ବର୍ଷୀୟ ପ୍ରୀତମ ପ୍ରଧାନ । ସେ…