ବିଜେପିର ପ୍ରଶ୍ନ- ଇଏ ପ୍ରକୃତ ମୁଖ୍ୟମନ୍ତ୍ରୀ ନା ଏଆଇ ?
ଭୁବନେଶ୍ୱର: ଆମ ଓଡ଼ିଶାକୁ ୫୦ % ପିସି ଓଡ଼ିଶାରେ ପରିଣତ କରିଛନ୍ତି ନବୀନ ସରକାର । ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା’ । ଏହି ଯୋଜନା ବିଜୁ ଜନତା ଦଳର ଦୁର୍ନୀତିର ହେବ ବଡ ଯୋଜନା । ଏମିତି କହି ବିଜେଡି ସରକାରଙ୍କ ନୂଆ…