Latest Odisha News

BREAKING NEWS

ଆବୁଧାବୀରେ ପ୍ରତିଷ୍ଠା ହେବ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ

ନୂଆଦିଲ୍ଲୀ: ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବ । ସୋମବାର ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ…

‘୧୨ ବର୍ଷରେ ଓଡ଼ିଶାର ଚାଷୀଙ୍କଠୁ ଅନେକ ଜମି କିିଣି ନେଇଛନ୍ତି ଦକ୍ଷିଣ ଭାରତର କଣ୍ଟ୍ରାକ୍ଟର’

ଭଦ୍ରକ: ରାଜ୍ୟ ସରକାର ଦକ୍ଷିଣ ଭାରତର କମ୍ପାନୀକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ଆଉ ଏହି କମ୍ପାନୀମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ଜମି କିଣି ନେଇଛନ୍ତି। ଏହା କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଚାନ୍ଦବାଲିରେ ଏକ ଦଳୀୟ କାର୍ଯ୍ୟକ୍ରମକୁ ଉଦବୋଧନ ଦେବା ବେଳେ ସେ…

ୱିମ୍ବେଲଡନ: ତୃତୀୟ ରାଉଣ୍ଡରେ ବୋପାନ୍ନା-ଏବଡେନ

ଲଣ୍ଡନ: ଚଳିତ ୱିମ୍ବେଲଡନ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ୪୩ ବର୍ଷୀୟ ରୋହନ ବୋପାନ୍ନା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ପୁରୁଷ ଡବଲ୍ସରେ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସୋମବାର ଦ୍ୱିତୀୟ ରାଉଣ୍ଡରେ ସେମାନେ ବ୍ରିଟେନର ୱାଇଲ୍ଡ…

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ

ମାଲକାନଗିରି : ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ। ମାଲକାନଗିରି ବିଏସ୍ଏଫ୍ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ବିଏସ୍ଏଫ୍ ଯବାନମାନେ ଗୋମଫାକୋଣ୍ଡା ସଂରକ୍ଷିତ ଜଙ୍ଗଲର ସାଧାରଣ ଅଞ୍ଚଳରେ…

ପିଜିଆଇ ରିପୋର୍ଟ: ଫାଇଭ-ଟି ପଦକ୍ଷେପ ପାଇଁ ଓଡ଼ିଶାର ଶିକ୍ଷା ବ୍ଯବସ୍ଥା ତଳକୁ ଖସିଛି କହିଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପିଜିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ସର୍ବଭାରତୀୟ ସ୍ତରରେ ରାଜ୍ୟ ତାଲିକାରେ ଓଡିଶାର ମାନ ୧୦ରୁ ୨୪ କୁ ପହଂଚିଛି। ଶିକ୍ଷା ବ୍ୟବସ୍ଥା ପ୍ରତି ୨୩ ବର୍ଷର ବିଜେଡି ସରକାର ଆଦୈା ଗୁରୁତ୍ୱ ଦେଉନଥିବାର ଏହି…

ଦିନିକିଆ ବିଶ୍ୱକପ କ୍ରିକେଟ: ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ କରିବା ପାଇଁ ଜିଦ ଧରିଲାଣି ପାକିସ୍ତାନ

ଲାହୋର: ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବା ନେଇ ପାକିସ୍ତାନ ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ କରାଇବା ପାଇଁ ଜିଦ ଧରିଛି । ଆସନ୍ତା ସପ୍ତାହରେ ଡର୍ବାନରେ ହେବାକୁ ଥିବା ଆଇସିସି ବୈଠକରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି । ପାକିସ୍ତାନ…

ଓଟିପି ସେୟାରିଂ ମାମଲା, ଆର୍ଥିକ ନେଣଦେଣକୁ ସ୍ବୀକାର କଲା ଅଭିଯୁକ୍ତ; ଭୁବନେଶ୍ବରରେ ଏନଆଇଏ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ ଓଟିପି ସେୟାରିଂ ସ୍କାମର ତଦନ୍ତ ଓ ପଚରାଉଚରା ଚାଲିଥିବା ବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଟିମ୍ ସୋମବାର ଭୁବନେଶ୍ୱରରେ ପହଞ୍ଚିଛି। ଏହି ମାମଲାରେ ଏଯାବତ୍ ଛଅ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଆଣ୍ଟି ଟେରରିଜମ ସ୍କ୍ୱାର୍ଡ (ଏଟିଏସ୍) ପକ୍ଷରୁ ସୂଚନା…

‘ଗୋଟିଏ ଦେଶ ଗୋଟିଏ ଦଳ’ ଫର୍ମୁଲା, ଭାରତରେ କେବଳ ବିଜେପି ରହିବ!

ଭୁବନେଶ୍ୱର: ଗୋଟିଏ ଦେଶ ଗୋଟିଏ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଦେଶରେ ରାଜନୈତିକ ଉଷ୍ମତା ତୀଵ୍ର ହେବାରେ ଲାଗିଛି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାର ଦେଶରେ ଗୋଟିଏ ବ୍ୟବସ୍ଥା ଲାଗୁ ଉପରେ ଗୁରୁତ୍ବ ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଏକକ ନାଗରିକ ସଂହିତାକୁ ନେଇ ରାଜନୀତି…

‘ବିଜେଡିର ଅନେକ ନେତା ଅସନ୍ତୁଷ୍ଟ, ପାଣ୍ଡିଆନ ବାଣ୍ଟିବେ ଦଳୀୟ ଟିକେଟ’

ଭୁବନେଶ୍ୱର: 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଶାସକ ବିଜୁ ଜନତା ଦଳରେ ବଢୁଥିବା ଭୂମିକାକୁ ଓଡିଶାର ବିରୋଧୀ ବିଜେପି ସମାଲୋଚନା କରିଛି। ବରିଷ୍ଠ ବିଜେପି ନେତା ପ୍ରଦୀପ ପୂରୋହିତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକେ ବିଜେଡିକୁ ଭୋଟ୍ ଦେଇଥିଲେ, କିନ୍ତୁ ଏବେ…

ନିର୍ଯାତନା ଅଭିଯୋଗ, ବିଜେଡି ବିଧାୟକଙ୍କ ବିରୋଧରେ ଥାନାରେ ଫେରାଦ ହେଲେ ସଂଯୁକ୍ତା

ପୁଣି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଛନ୍ତି ଦଳୀୟ ନେତ୍ରୀ ସଂଯୁକ୍ତା ମହଲା। ଗତ ଏପ୍ରିଲ ମାସରେ ଏ ନେଇ ପ୍ରଥମେ ଅଭିଯୋଗ କରିଥିଲେ, ଏହାପରେ ସୋମବାର ଭୁବନେଶ୍ୱରର…