ମହିଳା କର୍ମଚାରୀଙ୍କଠାରୁ ଛତା ଛଡେଇ ହଟହଟ୍ଟା ହେଲେ ପାକ ପ୍ରଧାନମନ୍ତ୍ରୀ; ଭିଡିଓ ଭାଇରାଲ
ପ୍ୟାରିସ: ବିଦେଶ ମାଟିରେ ନିଜର ଅସଲ ଚେହେରା ଦେଖାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆଉ ସେଥିପାଇଁ ବେଶ ହଟହଟ୍ଟା ବି ହୋଇଛନ୍ତି । ଏବେ ଦୁଇଦିନିଆ ପ୍ୟାରିସ ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ତାଙ୍କର ଜଣେ…