Latest Odisha News

BREAKING NEWS

କୂଅ ଭିତରକୁ ଖସିପଡ଼ିଥିବା ୧୮ ମାସର ଛୋଟ ଛୁଆକୁ ଉଦ୍ଧାର କଲେ ଅଗ୍ନିଶମ ଅଧିକାରୀ

ବଲାଙ୍ଗୀର : ଠିକ୍ ସମୟରେ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଯୋଗୁଁ ବଲାଙ୍ଗୀରରେ ଏକ ଖୋଲା କୂଅ ଭିତରକୁ ଖସିପଡ଼ିଥିବା ଶିଶୁଟିର ଜୀବନ ବଞ୍ଚିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ପଦ୍ମପୁର ଗ୍ରାମର ଅଦ୍ୟାଶା ବିଶ୍ୱାଳ (୧୮ ମାସ) ନାମକ ଜଣେ ନାବାଳିକା ୩୦ ଫୁଟ…

ଫାଇଭ ଟି ସଚିବଙ୍କ ବିରୋଧରେ ବର୍ଷିଲେ ପିସିସି ସଭାପତି, ଇସ୍ତଫା ଦେବାକୁ କଲେ ଆହ୍ବାନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ଶରତ ପଟ୍ଟନାୟକ ଭି. କେ. ପାଣ୍ଡିଆନଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ଯେଉଁ ଅଫିସର ମାନେ ୫-ଟି ସଚିବଙ୍କ ପରି ବିଜେଡି ଓ ବିଜେପିର ଦଳୀୟ କର୍ମୀଙ୍କ ଭଳି କାମ କରିବାକୁ ଚାହୁଁଛନ୍ତି ପ୍ରଥମେ ସେମାନେ ନିଜ ପଦରୁ ଇସ୍ତଫା…

ଦୁନିଆର ଏହି ସବୁ ସ୍ଥାନରେ ରହିବାକୁ ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ଦେଶରେ ଚଳିବା ପାଇଁ ନିଜ ଆଡୁ ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ଦୁନିଆରେ ଏପରି କେତେକ ଅଂଚଳ ଅଛି ଯେଉଁଠାରେ ଚଳିବା ପାଇଁ ମିଳିଥାଏ ଲକ୍ଷ ଲକ୍ଷ ଟଙ୍କା । ଅବଶ୍ୟ ଏହା ପଛରେ ସ୍ଥାନୀୟ ପ୍ରଶାସନର କେତେକ ସ୍ୱାର୍ଥ ଜଡିତ ରହିଛି । ସୁଇଜରଲାଣ୍ଡର ଆଲବାଇନେନରେ…

ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ଏଜୁକେସନାଲ୍ ଇ-ଷ୍ଟୁଡିଓ

ବାରିପଦା: ରାଜ୍ୟର ପ୍ରଥମ ଶିକ୍ଷା ଷ୍ଟୁଡିଓ (ଏଜୁକେସନାଲ୍ ଇ-ଷ୍ଟୁଡିଓ) ବାରିପଦା ଡିପିଇପି କାର୍ଯ୍ଯାଳୟରେ ଆରମ୍ଭ ହୋଇଛି । ଆଜି ଶିକ୍ଷା ଷ୍ଟୁଡିଓର ଉଦଘାଟନ କରି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି  । ଜିଲ୍ଲା…

ପୁରୀ ରଥ ଯାତ୍ରାରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୋଜନ ସେବା, ସୁନା ବେଶ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମୟରେ ଏହାର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହାର…

ବିଶ୍ୱ ମୂଲ୍ୟ ଶୃଙ୍ଖଳ ସହ ସମନ୍ୱୟ ରକ୍ଷା କରି ମୂଲ୍ୟ ଯୋଗକୁ ପ୍ରାଥମିକତା ଦେବା ଆବଶ୍ୟକ: ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଜେନେଭାଠାରେ ଇଣ୍ଟରନ୍ୟାସନାଲ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ତ୍ରୟୋଦଶ ୱାର୍ଲ୍ଡ ଚାମ୍ବର ଅଫ୍ କଂଗ୍ରେସରେ ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ରଖିଥିଲେ । “ଅଭିବୃଦ୍ଧିର ଲକ୍ଷ୍ୟ: କଞ୍ଚାମାଲ ଏବଂ…

ବନ୍ଦ ହେଇଗଲା ଆଲିୟା, କ୍ୟାଟ୍ରିନା, ପ୍ରିୟଙ୍କାଙ୍କ ଜୀ ଲେ ଜରା ଫିଲ୍ମ

ମୁମ୍ବାଇ: ଫରଆନ ଅଖତାରଙ୍କ ଜୀ ଲେ ଜରା ଫିଲ୍ମର ଶୁଟିଂ ହେବାରେ ବିଳମ୍ବ ହେବାରୁ ଶେଷରେ ଏହାକୁ ବନ୍ଦ କରି ଦିଆଯାଇଛି । ବଲିଉଡର ୩ ପ୍ରତିଷ୍ଠିତ ଅଭିନେତ୍ରୀ ଆଲିୟା ଭଟ୍ଟ, କ୍ୟାଟ୍ରିନା କୈଫ ଓ ପ୍ରିୟଙ୍କା ଚୋପ୍ରା ଅଭିନୀତ ଏହି ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଆଗ୍ରହ ଥିଲା । ମାତ୍ର ବ୍ୟସ୍ତବହୂଳ…

ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ, ସେବାୟତଙ୍କୁ କରିଥିଲେ ଦୁର୍ବ୍ୟବହାର

ଭୁବନେଶ୍ୱର: ଶୁକ୍ରବାର କମିଶନରେଟ୍ ପୋଲିସ ଲିଙ୍ଗରାଜ ମନ୍ଦିରର ୪ ଜଣ ସେବାୟତଙ୍କୁ ଗିରଫ କରିଛି । ଭକ୍ତଙ୍କୁ ଦୁର୍ବ୍ୟବହାର, ଜୋର ଜବରଦସ୍ତି ଟଙ୍କା ଆଦାୟ ଓ ଅଳଙ୍କାର ଛଡ଼ାଇ ନେଇଯିବା ଅଭିଯୋଗରେ ଲିଙ୍ଗରାଜ ମନ୍ଦିରର ୪ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।…

କେଜରିୱାଲଙ୍କୁ ପାନେ ଦେଲେ ବିରୋଧୀ !

ଭୁବନେଶ୍ୱର: ଦିଲ୍ଲୀ ଅଧ୍ୟାଦେଶକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ପାଟନାରେ ହୋଇଥିବା ବିରୋଧୀ ଦଳ ଗୁଡିକର ବୈଠକରେ କେଜରିୱାଲ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ସବୁ ଦଳ ଏକାଠି ହୋଇ…

ବିଜେପିକୁ ହରାଇବା ବାଟ ପାଇଗଲେ ବିରୋଧୀ !

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧୀ ଶକ୍ତି ଏକାଠି ହୋଇଛନ୍ତି। ଦେଶର ୧୫ ଟି ବିରୋଧୀ ଦଳର ମୁଖିଆମାନେ ପାଟନାରେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେପିକୁ ଶାସନରୁ ହଟାଇବା ପାଇଁ ଫର୍ମୁଲା କଣ ହେବ, ସିଟ ବୁଝାମଣା କେଉଁ ଭିତ୍ତିରେ ହେବ ଏ ସବୁ…