ଝାରସୁଗୁଡାରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଜୟ ଚୌହାନ ଆହତ
ଝାରସୁଗୁଡା: ଝାରସୁଗୁଡାର ରେଙ୍ଗାଲିରେ ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଜୟ ଚୌହାନ ଡକାୟତି ଉଦ୍ୟମ କରୁଥିବା ବେଳେ ଆହତ ହୋଇଥିଲେ। ବ୍ରଜରାଜନଗରର ଗାନ୍ଧୀ ଛକରେ ପୋଲିସ ଅଧିକାରୀମାନେ ଚୌହାନ ଏବଂ ତାଙ୍କ ସହଯୋଗୀମାନଙ୍କୁ ଅଟକାଇବା ସମୟରେ ଗୁଳି ବିନିମୟ ହୋଇଥିଲା।…