ଆସାମର ଲେଡି ସିଂଘ ସବ୍-ଇନ୍ସପେକ୍ଟ ଜୁନମୋନୀ ରାଭାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ
ଦିଶପୁର: ଆସାମର ଲେଡି ସିଂଘମ ସବ୍-ଇନ୍ସପେକ୍ଟର ଜୁନମୋନୀ ରାଭାଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ କାର୍ ଏକ କଣ୍ଟେନର ଟ୍ରକ ସହ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ନାଗାଓଁ ଜିଲ୍ଲା କାଳିଆବୋର ସବ୍-ଡିଭିଜନ ଜାଖଳବନ୍ଧ ଥାନା ଅଧିନରେ ଆସୁଥିବା…