ହନିଟ୍ରାପରେ ଡିଆରଡିଓ ବୈଜ୍ଞାନିକ, ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ
ମୁମ୍ବାଇ: ହନିଟ୍ରାପ ମାମଲାରେ ଡିଆରଡିଓ ବୈଜ୍ଞାନିକ ଗିରଫ। ମହାରାଷ୍ଟ୍ର ପୁଣେର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ର ନିର୍ଦ୍ଦେଶକ ପ୍ରଦୀପ କୁରୁଲକର ହନିଟ୍ରାପ ଜାଲରେ ଫସି ଦେଉଥିଲେ ଗୁପ୍ତ ତଥ୍ୟ। ମହାରାଷ୍ଟ୍ର ଏଟିଏସ ଟିମ୍ ପ୍ରଦୀପ କୁରୁଲକରଙ୍କୁ ଏବେ ଗିରଫ କରିଛି। …