Latest Odisha News

BREAKING NEWS

ବିଜେଡିରେ ମିଶିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି

ଝାରସୁଗୁଡା: ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବାକୁ ହାତରେ ଆଉ ସପ୍ତାହେ ସମୟ ରହିଛି। ଏହାପୂର୍ବରୁ ଝାରସୁଗୁଡା ବିଜେପି ସଭାପତି ମଙ୍ଗଳ ସାହୁ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି। ଦଳର ସାଂସଦ ମାନସ…

ବନ୍ୟପ୍ରାଣୀ ଆକ୍ରମଣ ମୃତ୍ୟୁ ସହାୟତା ରାଶି ୨ ଲକ୍ଷ ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କରିଛନ୍ତି ସରକାର । ଏଣିକି ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ୬ ଲକ୍ଷ ଟଙ୍କା ଦେବେ ରାଜ୍ୟ ସରକାର । ପୂର୍ବରୁ ଏହି ରାଶି ୪ ଲକ୍ଷ ଥିଲା । ଏବେ ଏହି ସହାୟତା ରାଶିକୁ ଆଉ ୨ ଲକ୍ଷ ବଢାଇ ଦେଇଛନ୍ତି ।  ଏହି…

ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରିଲିଜ୍‌କୁ ନେଇ ତାମିଲନାଡୁରେ ହାଇ ଆଲର୍ଟ

ଚେନ୍ନାଇ: ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଲାଗି ରହିଥିବା ବେଳେ ତାମିଲନାଡୁରେ ହିଂସା ସୃଷ୍ଟି ହେବାର ଆଶଙ୍କା ଦେଖା ଦେଲାଣି। ଏନେଇ ଗୁପ୍ତ ସୂଚନା ଦେଲାଣି ଗୁଇନ୍ଦା ବିଭାଗ। ଫିଲ୍ମ ମୁକ୍ତିଲାଭ କଲେ ରାଜ୍ୟରେ ଆନ୍ଦୋଳନ ତୀବ୍ର ହେବ ବୋଲି ତାମିଲନାଡୁକୁ ଆଲର୍ଟ କରିଛି ଗୁଇନ୍ଦା ବିଭାଗ।…

ଆବଶ୍ୟକତାରୁ ଅଧିକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ମୋର ଜଣେ ବନ୍ଧୁ କାଶ୍ମିରରୁ ଆସିଲାବେଳେ ମୋତେ ଉପହାର ସ୍ୱରୂପ ଭଲ ସେଓ ଚାରାଟିଏ ଦେଇ କହିଲେ, ଏଇଟା ଆମ ଓଡ଼ିଶା ଜଳବାୟୁରେ ବଞ୍ଚି ବଢିବ ଓ ଖୁବ୍ ଫଳ ଦେବ । ଆଗରୁ ମୋ ପରିବାରରେ କେହି ସେଓଗଛ କେମିତିକା ଦେଖି ନଥିବାରୁ ପୁଅ, ବୋହୂ, କନ୍ୟା, ମୋ ପତ୍ନୀ ମିଶି…

ଏଆଇ ମାନବ ସମାଜ ପାଇଁ ବିପଦ କହି ଗୁଗୁଲ୍‌ରୁ ଇସ୍ତଫା ଦେଲେ ଏଆଇର ଗଡ୍‌ଫାଦର ଜୋଫ୍ରେ ହିଣ୍ଟନ

ନୂଆଦିଲ୍ଲୀ: 'ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଶ୍ୱ ପାଇଁ ବିପଦଜନକ। ଏହାର କୁପ୍ରଭାବ ମାନବିକତା ଉପରେ ପଡ଼ୁଛି।' ଏକଥା ଆଉ କେହି ନୁହେଁ ବରଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ଗଡ୍‌ଫାଦର୍‌ ଭାବରେ ଜଣାଶୁଣା ଡ. ଜୋଫ୍ରେ ହିଣ୍ଟନ କହିଛନ୍ତି। ବର୍ତ୍ତମାନ ଏହା ଏକ ବରଦାନ ଭଳି ଲାଗୁଥିଲେ…

ଓଡ଼ିଶା ଆସି ନବୀନଙ୍କୁ ଭେଟିବେ ନୀତିଶ କୁମାର; ତୃତୀୟ ସାମ୍ମୁଖ୍ୟ ଗଠନକୁ ନେଇ ଚାଲିଛି କି ଅଙ୍କକଷା ?

ଭୁବନେଶ୍ୱର:ଆସନ୍ତା ୫ ତାରିଖରେ ଓଡ଼ିଶା ଆସିପାରନ୍ତି  ବିହାର ମୁଖ୍ୟମନ୍ତ୍ରୀ  ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଭେଟି ପାରନ୍ତି  ନୀତିଶ। ନୀତିଶ-ନବୀନ ଭେଟଘାଟକୁ ନେଇ  ଖବର ସାମ୍ନାକୁ ଆସିବା ପରେ ଜୋର ଧରିଛି ରାଜନୈତିକ ଅଙ୍କକଷା   । ଆସନ୍ତା…

ପ୍ରସଙ୍ଗ ଓ ରାଜନୀତିକ ସମୀକରଣର ସମୟ ସମାନ: ଏଥର ସଫଳ ହେବ ନବୀନ-ନୀତୀଶ ଭେଟଘାଟ?

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ନୀତୀଶ ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଏହି କ୍ରମରେ ଓଡ଼ିଶାର ମୁଖ୍ଯମନ୍ତ୍ରୀଙ୍କୁ ଭେଟିବେ ଜେଡିୟୁ ସୁୁପ୍ରିମୋ। ଦେଶର ସମସ୍ତ…

ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ଯା ମାମଲାରେ ଓଡ଼ିଶା ଦେଶରେ ଦ୍ବିତୀୟ!

ଭୁବନେଶ୍ୱର: ଚଳିତ ସପ୍ତାହରେ ସୋମବାର ଓ ମଙ୍ଗଳବାର ଲଗାତର ଦୁଇ ଦିନ ୩୦୦ରୁ କମ୍ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ଦେଶରେ ଆକ୍ଟିଭ୍ କେସ ବା ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଓଡ଼ିଶା ଶୀର୍ଷ ତିନିଟି ରାଜ୍ୟ ମଧ୍ୟରେ ରହିଛି। କେରଳରେ ସର୍ବାଧିକ ୧୦ ହଜାର ୧୨୨ ଜଣ…

ଯାଜପୁରରେ ଅପପୃଷ୍ଟିରୁ ମୃତ୍ୟୁ: ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଯାଜପୁର: ଶିଳ୍ପର ସହର ଯାଜପୁର। ହେଲେ ଏବେ ଏହି ଜିଲ୍ଲାର ସାତୋଟି ଗାଁର ଶିଶୁଙ୍କୁ ପ୍ରଭାବିତ କରୁଥିବା ଉତ୍କଟ ଅପପୁଷ୍ଟି ସମସ୍ୟାର ସମାଧାନ ପାଇଁ କୋର୍ଟରେ ଦାଖଲ ହୋଇଛି ଆବେଦନ। ମଣ୍ଟୁ ଦାସ ନାମକ ଜଣେ ସାମାଜିକ କର୍ମୀ  ଏହି ଆବେଦନ କରିଛନ୍ତି ହାଇକୋର୍ଟରେ। ଯେଉଁଥିରେ ସେ ଦୁଇ ଶିଶୁ…

ଆମ୍ବ ଗଛ ଉପରେ ଆଇଟି ଚଢାଉ; ମିଳିଲା ଏକ କୋଟିର କ୍ୟାସ

ବେଙ୍ଗାଲୁର: ଆମ୍ବଗଛ ତଳେ ପଡିଲା ବିଡା ବିଡା ନୋଟ । ପାଖାପାଖି କୋଟିଏ ଟଙ୍କାର ନୋଟ । କୁଆଡୁ ଆସିଲା ଏତେ ଟଙ୍କା ? କିଏ ରଖିଲା ? ଏଡା ପଛର ଅସଲ କାହାଣୀ ଶୁଣିଲେ ଆଖି ଖୋସି ହୋଇଯିବ । କର୍ଣ୍ଣାଟକର ମହୀଶୁରରେ ଆୟକର ଚଢାଉ ବେଳେ ଗଛ ଉପରୁ ଏକ କୋଟି ଟଙ୍କା ଜବତ ହୋଇଛି । ବିଧାନସଭା…