Latest Odisha News

BREAKING NEWS

ବରିଷ୍ଠ ଜେଡିୟୁ ନେତାଙ୍କୁ ଗୁଳି କରି ହତ୍ୟା

ପାଟନା: ବରିଷ୍ଠ ଜେଡିୟୁ ନେତା କୈଳାଶ ମହତୋଙ୍କୁ ଗୁଳି କରି ହତ୍ୟା। ଗୁରୁବାର ବିଳମ୍ବିତ ରାତିରେ କଟିହାର ପୁଲିସ ଷ୍ଟେସନ୍ ଏରିଆରେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ମହତୋଙ୍କୁ ଗୁଳି କରି ଫେରାର୍ ହୋଇଯାଇଛି।  ୭୦ ବର୍ଷୀୟ ମହତୋଙ୍କ ପେଟରେ ଓ ମୁଣ୍ଡରେ ଏକାଧିକ ଗୁଳି କରାଯାଇଛି। ମିଳିଥିବା…

ପତ୍ନୀଙ୍କ ସହ ଜଗାଦର୍ଶନ କରି ଭାବବିହ୍ୱଳ ହେଲେ ଖ୍ୟାତନାମା ସେଫ ସଞ୍ଜୀବ କପୁର

ପୁରୀ: ଶ୍ରୀକ୍ଷେତ୍ରରେ ଭାରତର ଏକ ନମ୍ବର ସେଫ ସଞ୍ଜୀବ କପୁର । ଶ୍ରୀମନ୍ଦିର ଯାଇ ଜଗାଦର୍ଶନ କରିଛନ୍ତି ସଞ୍ଜୀବ । ଜଗାଦର୍ଶନ କରି ଭାଵବିହ୍ଵଳ ହୋଇଛନ୍ତି । ଏପରି ଦିବ୍ୟ ଦର୍ଶନ ଭାଗ୍ୟରେ ଥିଲେ ମିଳେ ବୋଲି କହିଛନ୍ତି ସଞ୍ଜୀବ କପୁର ।   ଯିଏ ଯେଉଁ କାମ କରୁ ବା ଯେଉଁଠାକୁ ଯାଉ,ହେଲେ…

ଜିମ୍‌ ସେଣ୍ଟର ଉଦ୍‌ଘାଟନ କରିଥାନ୍ତେ ମୁଖ୍ୟମନ୍ତ୍ରୀ, ତା ପୂର୍ବରୁ ସବୁ ଜାଳିଦେଲେ ଆନ୍ଦୋଳନକାରୀ

ଇମ୍ଫାଲ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାର୍ଯ୍ୟକ୍ରମ ମଞ୍ଚ ଜାଳିଦେଲେ ଆନ୍ଦୋଳନକାରୀ। ଉଧ୍‌ଘାଟନ ପୂର୍ବରୁ ଜିମ୍‌ସେଣ୍ଟର-ତଥା କ୍ରୀଡ଼ା ସୁବିଧା ଥିବା ସେଣ୍ଟରେ ନିଆଁ ଲଗାଇ ଦେଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚୁ ପହଞ୍ଚୁ ନୂଆ ଜିମ୍ ସେଣ୍ଟରେ ଅଧା ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଶୁକ୍ରବାର…

ଆଗାମୀ ୪ ଦିନ ଯାଏଁ କାଳବୈଶାଖୀ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୪ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ବର୍ଷା । କାଳବୈଶାଖୀ ପ୍ରଭାବରେ ଆଜି ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ଏହି ସୂଚନା ଦେଇଛନ୍ତି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ୬…

ଆଳି ଡଙ୍ଗା ବୁଡ଼ି ଘଟଣା; ମିଳିଲା ନାଉରିଆଙ୍କ ମୃତଦେହ

କେନ୍ଦ୍ରାପଡ଼ା : ଆଳିର ମାଣିଆ ଘାଟରେ ଡଙ୍ଗା ବୁଡ଼ି ଘଟଣା । ଆଜି ନିଖୋଜ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ ମୃତଦେହ ମିଳିଛି । ଗତକାଲି ୧୬ ବର୍ଷିୟ ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ମିଳିଥିଲା । ସୂଚନା ଅନୁଯାୟୀ, ଗତକାଲି ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ଓଲଟିଥିଲା ଡଙ୍ଗା ।…

କବିତା : ଦଗ୍ଧ ଧରଣୀ

ଶୁଭ୍ରାଂଶୁ ଶେଖର ମାହୁନ୍ତ ଆଦ୍ୟ ବୈଶାଖରେ ଦଗ୍ଧ ଧରଣୀ ଅସହ୍ୟ ନିଦାଘ ତାତି, ହନ୍ତସନ୍ତ ହୁଏ ଅସହାୟା ହୋଇ ମନେ ଭରିଥାଏ ଭିତି । ଉଦାସୀ ଆଖିରେ ହତାଶାର ଚିହ୍ନ ତୃଷାର୍ତ୍ତ ଚାତକ ପରି, ଖୋଜୁଥାଏ ନିତି ଆବେଗପଣରେ ବରଷାକୁ ଝୁରି ଝୁରି । ଅସହ୍ୟ ଦହନେ ଅପହଞ୍ଚ ଲାଗେ ଭିଜିବାର…

ମିଠା ଖାଇବା ପରେ ପାଣି ପିଉଛନ୍ତି କି ?  

ମିଠା ସମସ୍ତଙ୍କର ପସନ୍ଦ । ମିଠା ଖାଇବାକୁ ସମସ୍ତେ ଭଲପାଆନ୍ତି । ଆଉ ମିଠା ଖାଇବା ପରେ ଆପଣ ପାଣି ପିଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ! ଦୈନନ୍ଦିନ ଜୀବନରେ ଖାଦ୍ୟପେୟକୁ ନେଇ ଆମେ ଅନେକ ଭୁଲ୍‌ କରିଥାଉ । କିଛି ଲୋକ ମିଠା ଖାଇବା ପରେ ଢକଢକ କରି ପାଣି ପିଇଥାନ୍ତି । ତେବେ ଏହା ଏକ…

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ, ମାସକୁ ୧୪ କୋଟି ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଉ ରାସ୍ତାରେ ଗାଡି କିମ୍ବା କାର ଚଳାଇବା ବେଳେ ନିୟମ ଭାଙ୍ଗିଲେ ତ୍ରାହି ନାହିଁ। କାରଣ ଭୁଲ୍ କଲେ ଜରିମାନାରୁ ମିଳିବନି ଛାଡ଼।  ଦୁର୍ଘଟଣା ହ୍ରାସ କରିବାକୁ ଯାଇ ଲୋକଙ୍କ ଉପରେ ଜରିମାନା ଲଗାଇବା ଓ ଧରପଗଡ କରିବାକୁ ଜୋର ଦେଇଛନ୍ତି ପରିବହନ କମିଶନର। ପରିବହନ କମିଶନର ବିଭିନ୍ନ…

ଭାରତୀୟ ମହିଳା ଲିଗ ଫୁଟବଲ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ଅହମ୍ମଦାବାଦାରେ ଚାଲିଥିବା ଭାରତୀୟ ମହିଳା ଫୁଟବଲ ଲିଗରେ ଓଡିଶା ଏଫସି ଗୁରୁବାର ସମ୍ପୂର୍ଣ୍ଣ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ଓଡିଶା ୬-୦ ଗୋଲରେ ସିଆରପିଏଫ ଏଫସିକୁ ଏକତରଫା ଭାବେ ପରାସ୍ତ କରିଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଗ୍ରେସଙ୍କୁ ହୀରୋ ଅଫ ଦି ମ୍ୟାଚ ବିବେଚିତ…

ମୋଦୀଙ୍କୁ ଖଡଗେଙ୍କ ‘ବିଷଧର ସାପ’ ମନ୍ତବ୍ୟ, ‘ଶିବଙ୍କ ନାଗରାଜ ପ୍ରତି କଂଗ୍ରେସର ଭୟ ରହିବା…

ଗୌହଟି: 'ବିଷଧର ସାପ' ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିବା ପରେ ବିଜେପି କଡା ସମାଲୋଚନା କରିଛି। ଏହି ମନ୍ତବ୍ୟ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ 'ବିଷଧର ସାପ'କୁ ଡରିବା ଆବଶ୍ୟକ…