Latest Odisha News

BREAKING NEWS

ଆଇପିଏଲ: ଏଥର ସବୁ ଟିମର ନେତୃତ୍ୱ ନେବେ ଭାରତୀୟ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ସଂସ୍କରଣ ପାଇଁ ପ୍ରଶଂସକ, ଫ୍ରାଂଚାଇଜ ଓ ଖେଳାଳିମାନେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛନ୍ତି । ଏଥର ୧୦ଟି ଯାକ ଟିମର ନେତୃତ୍ୱ ସମସ୍ତ ଭାରତୀୟ ଖେଳାଳି ନେବେ । ରିତୁରାଜ ଗାଏକ୍ୱାଡ(ଚେନ୍ନାଇ ସୁପର କିଙ୍ଗସ), ରାଜସ୍ଥାନ ରୟାଲ୍ସ(ରିୟାନ ପରାଗ), ଅକ୍ଷର…

DGCA ଆଦେଶ ଉପରେ ହଙ୍ଗାମା…ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆର ପ୍ରତିବାଦ, ଟିକେଟ ମୂଲ୍ୟ ବୃଦ୍ଧି ନେଇ ଚେତାବନୀ

ନୂଆଦିଲ୍ଲୀ:ବିମାନରେ ସିଟ୍ ଚୟନକୁ ନେଇ ସରକାର ଏବଂ ଏୟାରଲାଇନ୍ସ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି । DGCAର ଏକ ନିର୍ଦ୍ଦେଶନାମାକୁ ଏୟାରଲାଇନ୍ସଗୁଡ଼ିକ ଦୃଢ଼ ବିରୋଧ କରିଛନ୍ତି। ସରକାର କହିଛନ୍ତି ଯେ,"ପ୍ରତ୍ୟେକ ବିମାନରେ ଯାତ୍ରୀମାନଙ୍କୁ ୬୦ପ୍ରତିଶତ ସିଟ୍ ମାଗଣାରେ ଦିଅନ୍ତୁ। ସିଟ୍ ଚୟନ…

ଟିମ ଇଣ୍ଡିଆର ଆୟର୍ଲାଣ୍ଡ ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନରେ ଭାରତୀୟ କ୍ରିକେଟ ଟିମ ଆୟର୍ଲାଣ୍ଡ ଗସ୍ତରେ ଯିବ । ଏଠାରେ ୨ ଦେଶ ମଧ୍ୟରେ ୨ଟି ଟି୨୦ ମ୍ୟାଚ ଖେଳାଯିବ । ଶନିବାର ବିସିସିଆଇ ଏହି ସିରିଜର କାର୍ଯ୍ୟସୂଚୀ ଘୋଷିତ କରିଛି । ବିଶ୍ୱକପ ଜିତିବା ପରେ ଭାରତୀୟ ଟିମର ଏହା ପ୍ରଥମ ଟି୨୦ ସିରିଜ ହେବ । ଜୂନ ୨୬ ଓ ୨୮ରେ…

ରାଜ୍ୟରେ ବଢୁଛି ତାତି, ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ମାର୍ଚ୍ଚ ମାସରୁ ସୂର୍ଯ୍ୟଙ୍କ ତାହି ଅସହ୍ୟ ହୋଇପଡିଛି । ୪୦ ଡିଗ୍ରୀ ମୁହାଁ ପାରଦ । ଏହାରି ଭିତରେ ଖୁବଶୀଘ୍ର ସକାଳୁଆ ସ୍କୁଲ ହୋଇପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଆଗକୁ…

Pratap Jena:ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣା;୨ ଗିରଫ

ଭୁବନେଶ୍ବର:ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣ ଗିରଫ। ୨ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫମାନେ ସିଦ୍ଧାର୍ଥ ସ୍ବାଇଁ ଓ ଦେବୀ ପ୍ରସାଦ ଲେଙ୍କା । ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଶୁକ୍ରବାର ରାତିରେ ପ୍ରତାପଙ୍କ…

ଡିଜିଟାଲ ଆରେଷ୍ଟ ଦୁର୍ନୀତି ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ; ବ୍ଲକ୍‌ ହେବ ଏହି ଆକାଉଣ୍ଟ ଏବଂ…

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଡିଜିଟାଲ ଆରେଷ୍ଟ ପାଇଁ ବ୍ୟବହୃତ ଡିଭାଇସ୍ ଆଇଡିଗୁଡ଼ିକୁ ବ୍ଲକ୍ କରିବାକୁ ହ୍ୱାଟ୍ସଆପକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାର ସାଇବର ଶାଖା, ଇଣ୍ଡିଆନ୍ ସାଇବର କ୍ରାଇମ୍…

US Iran War: ଆମେରିକା ଭାରତରୁ ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି !ଭାଇରାଲ୍ ଦାବି ଉପରେ ସରକାର କ’ଣ…

ନୂଆଦିଲ୍ଲୀ: ଏକ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ଏକ ଫେକ୍ ନ୍ୟୁଜ୍ ଆଲର୍ଟ ଜାରି କରିଛି । ଏହି ପୋଷ୍ଟରେ ଦାବି କରାଯାଉଥିଲା ଯେ ଆମେରିକା ଇରାନ ଉପରେ ଆକ୍ରମଣ କରିବା ପାଇଁ ଭାରତକୁ ତା'ର ଭୂମି ବ୍ୟବହାର କରିବାକୁ ଅନୁମତି ମାଗିଛି । ଏହି ଦାବି ସୋସିଆଲ ମିଡିଆ…

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୫୦ଟି ଆଇଇଡି ଜବତ

ଇମ୍ଫାଲ: ମଣିପୁରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଏକ ସର୍ଚ୍ଚ ଅପରେସନ ସମୟରେ ୨୯ଟି ବନ୍ଧୁକ, ବିପୁଳ ପରିମାଣର ଗୁଳିଗୋଳା ଓ ୫୦ଟି ଆଇଇଡି ଜବତ କରାଯାଇଛି । ଏହା ସହ ଘଟଣାସ୍ଥଳରେ ଅନେକ ଆଇଇଡିକୁ ନଷ୍ଟ କରିଦିଆଯାଇଛି, ଯାହା ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇବାରେ ସଫଳ ହୋଇଛି । ପୋଲିସ…

ଆଇପିଏଲ ୨୦୨୬: ଏମାନେ ସାଜିବେ ମ୍ୟାଚ ଫିନିଶର

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଫ୍ରାଂଚାଇଜଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଏଥର ୩୧ ମ୍ୟାଚ ଫିନିଶରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା, ନମନ ଧୀର ଓ ୱିଲ ଜ୍ୟାକ୍ସ ଥିବା…

କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ୬୦ରୁ ଅଧିକ ଆହତ

ସିଓଲ: ଦକ୍ଷିଣ କୋରିଆର ଡେଜେଓନ୍ ସହରରେ ଭୟଙ୍କର ବିସ୍ଫୋରଣ । ଏକ କାର୍ ପାର୍ଟସ୍ କାରଖାନାରେ ଶନିବାର ଅପରାହ୍ନରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨୫ ଜଣଙ୍କ ଅବସ୍ଥା…