କୋଭିଡ୍-୧୯ ଅପ୍ଡେଟ୍; ଗତକାଲି ଅପେକ୍ଷା ଆଜି କମିଲା ସଂକ୍ରମଣ
ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଆଜି କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୩୫୫ କରୋନା ରୋଗୀ ଚିହ୍ନଟ କରାଯାଇଥିବା ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଶ୍ୱସ୍ତିକର କଥା ହେଲା କରୋନା ସକ୍ରିୟ ସଂଖ୍ୟା ହ୍ରାସ ପାଉଛି।…