ଆସନ୍ତାକାଲି ପରୀକ୍ଷାମୂଳକ ଭାବେ ହାଓ୍ୱଡାରୁ ପୁରୀ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ
ଭୁବନେଶ୍ୱର: ଗୁରୁବାର ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଭୁବନେଶ୍ୱର ହୋଇ କୋଲକାତା ଯିବା ପରେ ହାଓ୍ୱାଡାରୁ ପୁରୀ କେବେ ଗଡିବ ଏହି ହାଇସ୍ପିଡ ସୁପରଫାଷ୍ଟ ଟ୍ରେନ୍ ସେ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ପ୍ରସଙ୍ଗରେ ଆଜି ଆଉ ଏକ ବଡ ଅପଡେଟ ଆସିଛି। ଯେଉଁଥିରେ କୁହାଯାଇଛି ଏହି…