Latest Odisha News

BREAKING NEWS

‘୨୦୨୨ରେ ବ୍ୟବହୃତ ମୋବାଇଲ ଫୋନ ଶତ ପ୍ରତିଶତ ଭାରତରେ ତିଆରି’

ଭୁବନେଶ୍ୱର: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ସୋମବାର କାର୍ଯ୍ୟର ଭବିଷ୍ୟତ ଉପରେ ଆୟୋଜିତ ପ୍ରଦର୍ଶନୀର ଦ୍ୱିତୀୟ ଦିନର ବୈଠକକୁ ଉଦଘାଟନ କରିଛନ୍ତି । ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ…

ଗୁଡ୍ଡୁ ମୁସଲିମର ଓଡ଼ିଶା ଲିଙ୍କ ଓ ସମ୍ବଲପୁର ହିଂସା ପରେ ଏନଆଇଏ ତଦନ୍ତ ଦାବି କଲେ ବରଗଡ ସାଂସଦ

ଝାରସୁଗୁଡା: ସମ୍ବଲପୁର ହିଂସା, ପୁରୀ ଓ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲିଙ୍କ୍ ଭଳି ଘଟଣା ପରେ ବିଜେପି ଓଡ଼ିଶାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ପ୍ରକାଶ କରିଛି। ବରଗଡ ସାଂସଦ ରାଜ୍ୟରେ ଉପସ୍ଥିତ ଥିବା ଦେଶ ବିରୋଧୀ ତତ୍ୱଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଗୁଡ୍ଡୁ ମୁସଲିମ ଓ ରାଜା ଖାନଙ୍କ…

କେନ୍ଦ୍ରୀୟ ଫରେନସିକ ଲ୍ୟାବକୁ ଗଲା ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ମୋବାଇଲ

ଭୁବନେଶ୍ୱର: ବ୍ଲାକମେଲିଂ ଓ ହନିଟ୍ରାପ ମାମଲାର ଅଭିଯୁକ୍ତ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ମୋବାଇଲରୁ ତଥ୍ୟ ସଂଗ୍ରହ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲାବୋରେଟୋରିର ସହାୟତା ନେଇଛି। ଖଣ୍ଡଗିରି ପୁଲିସ ପ୍ରଥମେ ଅର୍ଚ୍ଚନା ନାଗଙ୍କ ଘରୁ…

ଆହୁରି ୧୦ ବର୍ଷ ଯାଏ ହକିର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତୀୟ ପୁରୁଷ ଓ ମହିଳା ଜାତୀୟ ହକି ଦଳକୁ ଆଉ ୧୦ ବର୍ଷ ଯାଏ ସ୍ପୋନସର ଭାବେ ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୮ରୁ ଉଭୟ ଜୁନିୟର ଓ ସିନିଅର ଦଳର ପ୍ରାୟୋଜକ ଭାବେ ରହି ଆସୁଛି ଓଡିଶା। ଯାହା ୨୦୨୩ରୁ…

ଜାଲ୍ ସାର୍ଟିଫିକେଟ ମାମଲାରେ ଗଞ୍ଜାମର ୪ ଗିରଫ

ଗଞ୍ଜାମ: ଜାଲ୍ ସାର୍ଟିଫିକେଟ୍ ଦେବା ଅଭିଯୋଗରେ ଜଣେ ନିଲମ୍ବିତ ଶିକ୍ଷକ ଓ ତାଙ୍କ ପୁଅଙ୍କ ସମେତ ୪ ଜଣଙ୍କୁ ସୋମବାର ଗଞ୍ଜାମ ପୁଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଦୈତାରୀ ବେହେରା ଗଞ୍ଜାମ ଖଲ୍ଲିକୋଟର ନିଲମ୍ବିତ ଶିକ୍ଷକ। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଶିକ୍ଷା ବିଭାଗର ବହୁ ନକଲି ଓ…

ରାଜ୍ୟର ସମସ୍ତ ହସ୍ପିଟାଲରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶା ସମେତ ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ହସ୍ପିଟାଲରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇ ସମସ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ…

୨୦୨୫ ସୁଦ୍ଧା ୨୦% ବୈଦ୍ୟୁତିକ ଯାନକୁ ଆପଣାଇବା ଲକ୍ଷ୍ୟ, ସବସିଡି ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ସୋମବାର ଓଡ଼ିଶା ସରକାର ଇଲେକଟ୍ରିକ୍ ଗାଡ଼ି କିଣିବା ପାଇଁ ସବସିଡି ବଢ଼ାଇବା ନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୧ ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ଏହି ନୀତିରେ ଉଭୟ…

ଆହୁରି ୧୦ ବର୍ଷ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡିଶା

ଭୁବନେଶ୍ୱର: ଓଡିଶା ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜକ ଦାୟିତ୍ୱ ତୁଲାଇବ । ରାଜ୍ୟ ସରକାର ଏ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । ସଫଳତାର ସହ ୨ ଥର ବିଶ୍ୱକପ ଆୟୋଜନ କରିଥିବା ଓଡିଶା ଖଣି ନିଗମ ୨୦୩୩ ପର୍ଯ୍ୟନ୍ତ ଜାତୀୟ ଦଳର ପ୍ରାୟୋଜକ ରହିବ ।…

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ଗେଟ

ସିଡନୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମ ଦିବସ ଅବସରରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ ସଚିନ ଏବଂ ଲାରାଙ୍କ ନାମରେ ଗେଟକୁ ନାମିତ କରାଯାଇଛି । ଆଜିର ଦିନରେ ଲାରା ତାଙ୍କ କ୍ୟାରିୟରର ୩୦ତମ ଶତକ ହାସଲ କରିଥିଲେ । ଦୁଇଜଣଙ୍କୁ ଏକତ୍ର…

ରାଜସ୍ଥାନରେ କଂଗ୍ରେସର ବିଜେପି ମଡେଲ !

ଭୁବନେଶ୍ୱର: ରାଜସ୍ଥାନ ରାଜନୀତିକୁ ନେଇ ନୂଆ ଖବର। ନିର୍ବାଚନ ଆସନ୍ନ ଥିବାବେଳେ ମୁଖ୍ୟମନ୍ତ୍ରୀ ଗେହଲଟ ପାଇଲଟ ଲଢେଇ ତୀବ୍ର ରୂପ ନେଉଛି। ଏପରିକି କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଯୁଦ୍ଧ୍ଯଂଦେହୀ ଡାକରା ଦେଇଥିବା…