ଝାରସୁଗୁଡା ଉପନିର୍ବାଚନ: ୩ ସ୍ୱାଧୀନଙ୍କ ସମେତ ମୈଦାନରେ ରହିଲେ ୯ ପ୍ରାର୍ଥୀ
ଝାରସୁଗୁଡା:ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଇତି ମଧ୍ୟରେ ନାମାଙ୍କନ ଦାଖଲ ସରି ପ୍ରତ୍ୟାହାର ବି ସରିଲାଣି । ସୋମବାର ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ନିର୍ବାଚନ ଲଢିବା ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ତାଙ୍କର…