ରେକର୍ଡ ୨୭୮ କୋଟି ଟଙ୍କାରେ ବିକ୍ରି ହେଲା ଜୁମେରା ୱେ ଦ୍ୱୀପର ଖାଲି ପ୍ଲଟ
ଦୁବାଇ: ଦୁବାଇର ଜୁମେରା ୱେ ଦ୍ୱୀପରେ ଏକ ୨୪,୫୦୦ ସ୍କ୍ୱାୟର ଫିଟ ପ୍ଲଟ ରେକର୍ଡ ୨୭୮ କୋଟି ଟଙ୍କାରେ ବିକ୍ରି ହୋଇଛି । ପୂର୍ବରୁ ଲକ୍ସରୀ ଘର, ଫ୍ଲାଟ ଓ ଭିଲ୍ଲାକୁ ଅଧିକ ଦରରେ କିଣା ଯାଉଥିବା ଦେଖାଯାଇଛି । ମାତ୍ର ଖାଲି ପ୍ଲଟକୁ ଏତେ ଦରରେ କିଣିବା ଏକ ରେକର୍ଡ ବୋଲି କୁହାଯାଉଛି । ଦୁବାଇ…