କରୋନା ସଂକ୍ରମଣରେ ବଡ ହ୍ରାସ; ସକ୍ରିୟ ସଂଖ୍ୟା ବି କମିଲା
ନୂଆଦିଲ୍ଲୀ: ଗତ ପରଦିନ ଠାରୁ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ଆଜି(ଏପ୍ରିଲ ୨୪) ୭,୧୭୮ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧୦,୧୧୨ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଆଜି ସଂଖ୍ୟା ୭ ହଜାର ରହିଛି।…