ଟିକେଟ୍ ନ ମିଳିବାରୁ ବିଜେପି ଛାଡିଲେ କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଟାଣୁଆ ଲିଙ୍ଗାୟତ ନେତା ଲକ୍ଷ୍ମଣ…
ବେଙ୍ଗାଲୁରୁ: ଟିକେଟ୍ ନ ମିଳିବା ପରେ ବିଜେପି ଛାଡ଼ିଲେ କର୍ଣ୍ଣାଟକର ପୂର୍ବତନ ତଥା ଟାଣୁଆ ବିଜେପି ନେତା ଲକ୍ଷ୍ମଣ ସାବଦି। ଆସନ୍ତା ମାସ କର୍ଣ୍ଣାଟକରେ ନିର୍ବାଚନ ହେବାକୁ ଅଛି। ହେଲେ ବିଜେପି ଯେଉଁ ପ୍ରାର୍ଥି ତାଲିକା ଘୋଷଣା କରିଛି ସେଥିରେ ଲକ୍ଷ୍ମଣ ସାବଦିଙ୍କୁ ଟିକେଟ୍ ମିଳି ନାହିଁ।…