Latest Odisha News

BREAKING NEWS

ସାଧାରଣ ଲୋକଙ୍କ ଉପରେ ବୋମା ବର୍ଷା କଲା ମିଆଁମାର ସେନା; ସାମରିକ ଶାସନ ବିରୋଧରେ ବାନ୍ଧିଥିଲେ ମେଳି

ନୂଆଦିଲ୍ଲୀ: ଦେଶର ସାଧାରଣ ଜନତାଙ୍କ ଉପରେ ମିଆଁମାର ସେନା ଜୁନ୍ତାର ଅତ୍ୟାଚାର ଥମିବାର ନାଁ ନେଉ ନାହିଁ। ଯେଉଁ ଲୋକମାନେ ଦେଶରେ ସୈନ୍ୟ ଶାସନକୁ ବିରୋଧ କରୁଛନ୍ତି ସେମାନଙ୍କୁ ହତ୍ୟା କରୁଛି ମାଆଁମାର ସେନା। ସାମିରକ ଶାସନ ବିରୋଧରେ ମେଳି ବାନ୍ଧିଥିବା କିଛି ସାଧାରଣ ଲୋକଙ୍କ ଉପରେ ବୋମା…

ଗ୍ରୀଷ୍ମ ପ୍ରବାହ ପାଇଁ ଜାରି ହେଲା ଏସ୍‌ଓପି; ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର:ପଶ୍ଚିମାଝଡ଼ର ପ୍ରଭାବ ଯାଇଛି କି ନାହିଁ ରାଜ୍ୟରେ ପ୍ରଚଣ୍ଡ ଖରାରର କର୍ଫ୍ୟୁ ଲାଗିଯାଇଛି। ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନତା। ଏଣୁ ସତର୍କ ରହିବାକୁ ପାଣିପାଗ ବିଭାଗ ଚେତାବନୀ ଦେଇଥିବା ବେଳେ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ଏସ୍‌ଓପି ଜାରି କରିଛନ୍ତି…

କବିତା : ଅକବିତା

ସ୍ମୃତି ରଞ୍ଜନ ତ୍ରିପାଠୀ  କଥା ଥିଲା ଗୋଟେ ଫଳନ୍ତି ଗଛରେ ବସାଟିଏ କରିବା ଲୁହ କୋରଡରେ ଆଙ୍କିବା ଆମ ପତ୍ରାୟିତ ପ୍ରେମପକ୍ଷୀର ପ୍ରଥମ ଉଡାଣ । ହାତମୁଠାରୁ ରେଖାସବୁ ସନ୍ୟାସ ନେଲାବେଳେ ଆଉ କିଏ ଗଢ଼ୁଥିବ ଅଦେଖା ହାତର ତ୍ଵରଣ, ତୁ ହସି ହସି ପୁଣି ମାଟିରେ ମିଶିଲାବେଳେ ମୁଁ…

ଏନଆଇଟିରେ “ସ୍ମାର୍ଟ ସିଟି ନିର୍ମାଣରେ କୃତ୍ରିମ ବୁଦ୍ଧିମତାର ଭୂମିକା” ଉପରେ କର୍ମଶାଳା

ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକାଦଶ ଦିନରେ ଅନୁଷ୍ଠାନ ଦ୍ଵାରା ଆୟୋଜିତ ହୋଇଯାଇଛି ଏକ କର୍ମଶାଳା, “ସ୍ମାର୍ଟ ସିଟି ନିର୍ମାଣରେ କୃତ୍ରିମ ବୁଦ୍ଧିମତାର ଭୂମିକା” ବିଷୟ ଉପରେ। ରାଉରକେଲା ଓ ବଣ୍ଡାମୁଣ୍ଡା ସ୍ଥିତ କେନ୍ଦ୍ରୀୟ…

ବିଶ୍ବକପ ପୂର୍ବରୁ ଏହି ସବୁ ଷ୍ଟାଡିୟମର ନବୀକରଣ କରିବ ବିସିସିଆଇ

ମୁମ୍ବାଇ: ଭାରତରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିିସିସିଆଇ) ଅତିକମରେ ୫ଟି ପ୍ରମୁଖ ଷ୍ଟାଡିୟମର ବ୍ୟାପକ ନବୀକରଣ ଯୋଜନା କରିବାକୁ ନିଷ୍ପତ୍ତି ନେଇଛି। ୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ଏହି…

ଚେନ୍ନାଇ ସୁପର କିଙ୍ଗସକୁ ବ୍ୟାନ କରାଯାଉ ଦାବି, ବିଧାନସଭାରେ ଉଠିଲା ପ୍ରସଙ୍ଗ

ଚେନ୍ନାଇ: ତାମିଲନାଡୁର ଜଣେ ବିଧାୟକ ଏସପି ଭେଙ୍କଟେଶ୍ୱରନ୍, ଯିଏକି ଆଞ୍ଚଳିକ ରାଜନୈତିକ ଦଳ ପିଏମକି ସହ ଜଡିତ ଆଇପିଏଲ ଟିମ୍ ଚେନ୍ନାଇ ସୁପର କିଙ୍ଗସକୁ ବ୍ୟାନ କରାଯାଉ ବୋଲି ଦାବି କରିଛନ୍ତି। ଚଳିତ ଆଇପିଏଲ ସିଜିନରେ ଚେନ୍ନାଇ ସୁପର କିଙ୍ଗସ ଉପରେ ଏହି ପ୍ରତିବନ୍ଧକ ଲଗାଇବାକୁ ସେ ଦାବି…

ଗର୍ଜିଲା ରୋହିତଙ୍କ ବ୍ୟାଟ, ଦିଲ୍ଲୀକୁ ହରାଇ ଚଳିତ ଆଇପିଏଲରେ ମୁମ୍ବାଇର ପ୍ରଥମ ବିଜୟ

ନୂଆଦିଲ୍ଲୀ: ମଙ୍ଗଳବାର ଚଳିତ ଆଇପିଏଲ ସିଜିନରେ ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲସକୁ ୬ ୱିକେଟରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି। ଜିତିବା ପାଇଁ ମୁମ୍ବାଇକୁ ୧୭୩ ରନ ଆବଶ୍ୟକ ଥିଲା, ଯାହାକି ସେମାନେ ମାତ୍ର ୪ଟି ୱିକେଟ୍ ହରାଇ ହାସଲ କରିଥିଲେ।…

ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି: ପାଓ୍ୱାରଙ୍କ ଉତ୍ତର କେତେବେଳେ ହଁ, କେତେବେଳେ ନା

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନନବର୍ଗ ପ୍ରସଙ୍ଗରେ ଜେପିସି ତଦନ୍ତର ଆବଶ୍ୟକତା ନଥିବା କହିଥିଲେ ଏନସିପି ମୁଖ୍ୟ ଶରଦ ପାୱାର। ଏବେ କିନ୍ତୁ ତାଙ୍କ ସ୍ୱର ନରମ କରିଛନ୍ତି। ଏବିପି ନେଟୱାର୍କର ମରାଠୀ ଚ୍ୟାନେଲ କୁ ସେ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଯଦି ବିରୋଧୀ ଗୋଷ୍ଠୀର ଅନ୍ୟ ସହଯୋଗୀ…

ଏଭଳି କାର୍ଯ୍ୟକଳାପ ଜାରି ରହିଲେ ସାରା ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବ:ଶାହ

ଗୌହାଟି: ମଙ୍ଗଳବାର ଆସାମର ଦିବ୍ରୁଗଡ ଠାରେ ବିଜେପି କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଂଶଗ୍ରହଣ କରି ଶ୍ରମିକମାନଙ୍କୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଥିଲେ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ବିଦେଶ…

ଥାଇଲାଣ୍ଡ ସନ୍ତରଣ ଚାମ୍ପିୟନଶିପ: ପବନ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ବ୍ୟାଙ୍କକର ଆସମ୍ପସନ ୟୁନିଭରସିଟିରେ ଚାଲିଥିବା ଥାଇଲାଣ୍ଡ ଏଜ ଗ୍ରୁପ ସନ୍ତରଣ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ମଙ୍ଗଳବାର ପୁରୁଷ ୫୦ ମିଟର ଫ୍ରିଷ୍ଟାଇଲ ଇଭେଂଟରେ ଓଡିଶାର ପବନ ଗୁପ୍ତା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ…