Latest Odisha News

BREAKING NEWS

ନୂଆ ଲୁକରେ ବାଘ ଗଣନା କରି ବାହାରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ ରୂପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ମୁଣ୍ଡରେ କଳା ହ୍ୟାଟ, ଖାକି ପ୍ୟାଣ୍ଟ ସହ ପ୍ରିଣ୍ଟେଡ ସାର୍ଟ, କଳା ଯୋତା ଓ ହାତରେ ଏକ ଜ୍ୟାକେଟ ଧରି ଚାଲୁଛନ୍ତି ମୋଦି । ଖୁବ ସ୍ମାର୍ଟ ଏବଂ ୟଙ୍ଗ ଲୁକିଂ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟରରେ ଏକ ଫଟୋ ସେୟାର…

ଘରୋଇ ଛାତରୁ ହଟିବ ହୋର୍ଡିଂ, ଆଦାୟ ହେବ ଫାଇନ: ଠିକା ସଂସ୍ଥାକୁ ଦାୟତ୍ୱ ଦେଲା ବିଏମସି

ଭୁବନେଶ୍ବର: ରାଜଧାନୀର ଘରୋଇ ଛାତ ଉପରୁ ହଟିବ ହୋର୍ଡିଂ । ହୋର୍ଡିଂ ସହ ଲୁହା ଫ୍ରେମକୁ ବି ଉଠାଇନେବ ବିଏମସି । ମାସେ ମଧ୍ୟରେ ସବୁ ହୋର୍ଡିଂକୁ ହଟାଇବା ପାଇଁ ଟାର୍ଗେଟ ରଖିଛି ବିଏମସି । ଯୁଦ୍ଧକାଳୀନ ଭିତ୍ତରେ ଏସବୁ କାମ କରାଯିବ । ଏଥିପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ।…

ଆଉ ୨ ଦିନ କାଳବୈଶାଖୀ ବର୍ଷା; ୧୧ରୁ କମିବ

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି।  ଆଉ ୨ ଦିନ ଏହାର ପ୍ରଭାବ ରହିବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହିଭଳି ବର୍ଷା ଓ ପବନ ହେବ। ତେବେ ୧୧ ତାରିଖରୁ ରାଜ୍ୟରେ କାଳ‌ବୈଶାଖୀର ପ୍ରଭାବ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…

ଜୁନ୍ ୧ରୁ ସବୁ ଗାଡିରେ ଲାଗିବ ପାନିକ ବଟନ ଓ ଲୋକେସନ ଟ୍ରାକିଂ ଡିଭାଇସ

ଭୁବନେଶ୍ୱର: ଏଣିକି ସବୁ ଗାଡିରେ ଲାଗିବ ପାନିକ ବଟନ । ଏହା ବଧ୍ୟତାମୂଳକ କରାଯିବ । ଜୁନ ୧ ତାରିଖରୁ ଏହି ନିୟମକୁ କଡାକଡି କରାଯିବ ବୋଲି କହିଚି ବାଣିଜ୍ୟ ଓ ପରିବହନ ବିଭାଗ । ଗାଡ଼ି ଭିତରେ ଅସଦାଚରଣ, ଅପହରଣ ପରି ଘଟଣାମାନ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀବାହୀ  ଏବଂ…

ଶିଶୁ କବିତା : ହସିବ ଆମ ଧରା

ତରୁଣ କୁମାର ମିଶ୍ର ଆସିଛି ଖରା ତାତିଛି ଧରା ବହୁଛି ଝାଞ୍ଜି ବାଆ , ଖରାକୁ ଆମେ ଯିବା ତ ନାହିଁ ମନା କରିଛି ମାଆ । ଗଛ ବୃକ୍ଷତ ପଦା ହେଲାଣି ମିଳୁନି ଟିକେ ଛାଇ , ଚଢ଼େଇଙ୍କର କିଚିରି ଶବ୍ଦ ଆଉ ତ ଶୁଭୁ ନାହିଁ। ଉପର ଓଳି ଝଡ଼ ବତାସୀ ଆସଇ କାହୁଁ ମାଡ଼ି , ବରଷା ଟିକେ ହୁଏକି…

କବିତା : ମଲ୍ଲିକା, ମୋ ନେପଥ୍ୟ ନାୟିକା

ସୁବ୍ରତ କୁମାର ଜେନା  ମଲ୍ଲିକା କାହା ପାଇଁ କଣ ମୁଁ ଜାଣେନା, ତଥାପି କାହିଁକି କେଜାଣି ଆଜିବି ମୁଁ ତା ବାଟକୁ ଜଗି ବସୁଛି, ସେ ଆସେ ବେଳେ ବେଳେ ଜହ୍ନରାତିର ଝାପ୍ସାୟିତ ଆଲୋକ ରୋଷଣୀରେ କେବେ ପୁଣି ଅମବାସ୍ୟାର କିଟି ମିଟି ତନ୍ଦ୍ରାରେ ମଲ୍ଲିକାର ଗଜରାର ବାସ୍ନା ବିମୋହିତ କରେ…

ଗଳ୍ପ : ସାମାନ୍ୟ କଥନ

ଅମିୟ ବେଜ୍  ମୁଁ ସବୁବେଳେ ମା' ର ସେଇ ପ୍ରେମିକ କଥା ଭାବେ । ମୋର ଖୁବ୍ ଅଧିକ ଭାବିନେବାର ବୟସଟିଏ ହୋଇନଥିବାରୁ , କେବଳ ଏତିକି ଧାରଣା ତିଆରିପାରେ ଯେ , ଲୋକଟା ନିଶ୍ଚିତ ମାତ୍ରାଧିକ ପେଟୁ' ହୋଇନଥିବ ଓ ଶୋଇଶୋଇ ଅତ୍ୟଧିକ କର୍ଣ୍ଣକଟୁ ଘୁଙ୍ଗୁଡ଼ି ମାରୁନଥିବ । ଏଇ ଦୁଇ ଦୁର୍ଗୁଣ ନଥିବା…

ଦଶମ ଗୁରୁକୁଳ – ୨୦୧୩ ଉତ୍ସବର ଦ୍ଵିତୀୟ ଦିବସ

ସାକ୍ଷୀଗୋପାଳ : ବୀରଗୋବିନ୍ଦପୁର ସ୍ଥିତ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ପକ୍ଷରୁ, ଗୁରୁକୁଳ ପରିସରରେ ଦଶମ ଗୁରୁକୁଳ - ୨୦୧୩ ଉତ୍ସବର ଦ୍ଵିତୀୟ ଦିବସ ଅବସରରେ ବିଶିଷ୍ଟ ବୀଣା ବାଦକ ଗୁରୁ କେ. ରାମରାଓ ପାତ୍ର ଏବଂ ବିଶିଷ୍ଟ ଲେଖକ ଆର୍ତତ୍ରାଣ ଶତପଥି ଅତିଥି ଭାବରେ ଯୋଗ ଦେଇଥିଲେ । ଏହି…

ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଓ୍ୱିକେଟରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ

ମୁମ୍ବାଇ: ଚଳିତ ଆଇପିଏଲର ସିଜିନର  ଦ୍ୱାଦଶ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗସ ଦଳ ଏକତରଫା ଭାବେ ମ୍ୟାଚ ବିଜୟୀ ହୋଇଛି । ୧୫୮ ରନ୍‌ର ଟାର୍ଗେଟକୁ ପିଛା କରି ପଡିଆକୁ…

୩୦୦ ଚାକିରି ଆଶାୟୀଙ୍କୁ ଠକିଥିବା ଅଭିଯୋଗରେ କନିଷ୍ଠ କିରାଣୀ ଗିରଫ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ ଚାକିରି ଆଶାୟୀଙ୍କୁ ଠକିଥିବା ଅଭିଯୋଗରେ କମିସନରେଟ୍ ପୋଲିସ ଶନିବାର ଜଣେ କନିଷ୍ଠ କିରାଣୀଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗରେ କନିଷ୍ଠ କିରାଣୀ ଭାବେ ନିୟୋଜିତ…