ଜନତାଙ୍କୁ ଆଶ୍ୱସ୍ତି; ବଢ଼ିବନି ସୁଧହାର, ଲଗାଥର ୬ ଥର ରେପୋରେଟ୍ ବୃଦ୍ଧି ପରେ ଏଥର ବ୍ରେକ୍
ନୂଆଦିଲ୍ଲୀ: ଲଗାତର ୬ ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କର ରେପୋରେଟ୍ ବୃଦ୍ଧିରେ ବ୍ରେକ୍ ଲାଗିଛି। ଏଥର ଆର୍ବିଆଇ ସୁଧହାର ବଢ଼ାଇବା ନାହିଁ ବୋଲି ଘୋଷଣା କରିଛି। ଗତ ୩ ଦିନ ହେଲା ଚାଲିଥିବା ଆର୍ବିଆଇ ମନିଟାରୀ ପଲିସି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥର ରେପୋରେଟ୍ ବଢାଯିବ…