୮ କୋଟି ଟଙ୍କାର ଜାଲିଆତି ଅଭିଯୋଗରେ ବନ୍ଧା ହେଲେ ଏସବିଆଇ ଡେପୁଟି ମ୍ୟାନେଜର
ଫୁଲବାଣୀ: ଦୁର୍ନୀତି ଅଭିଯୋଗରେ ବନ୍ଧା ହେଲେ ଷ୍ଟେଟ ବ୍ୟାଙ୍କ ଡେପୁଟି ମ୍ୟାନେଜର । ଅର୍ଥନୈତିକ ଅପରାଧ ଶାଖା (EOW) ଫୁଲବାଣୀ ବ୍ରାଞ୍ଚର ଏହି ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗ ଆସିଛି । ଇଓଡବ୍ଲୁ…