ଭାରତ କମ୍ପାନୀ ପ୍ରସ୍ତୁତ ଆଇ ଡ୍ରପ ପକାଇ ଆମେରିକାରେ ୩ ମୃତ; ୮ ଜଣ ହରାଇଲେ ଦୃଷ୍ଟିଶକ୍ତି
ନୂଆଦିଲ୍ଲୀ: ଭାରତୀୟ ଔଷଧ କମ୍ପାନୀର ଏକ ଆଇ ଡ୍ରପ ଆମେରିକାରେ ହଇଚଇ ସୃଷ୍ଟି କରିଛି । ଏହି ଆଇଡ୍ରପ ବ୍ୟବହାର କରିବା ଦ୍ୱାରା ସେଠାରେ ୩ ଜଣଙ୍କ ମୃ୍ତ୍ୟୁ ଘଟିଥିବାବେଳେ ୮ ଜଣ ଦୃଷ୍ଟି ଶକ୍ତି ହରାଇଛିନ୍ତି । ଆମେରିକାରେ ଚିକିତ୍ସା ସେବା ଉପରେ ଦୃଷ୍ଟି ରଖିଥିବା ଏଜେନ୍ସି ଏହି ଆଇ ଡ୍ରପରେ…