Latest Odisha News

BREAKING NEWS

ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ !

ଲାହୋର: ପାକିସ୍ତାନ ଏବେ ସବୁ ଦିଗରୁ କଲବଲ ହେବାରେ ଲାଗିଛି । ଆତଙ୍କବାଦ, ଚୀନ ସହ ବନ୍ଧୁତା, ତାଲିବାନ ସହ ଶତ୍ରୁତା ଏବଂ ଶେଷରେ କ୍ଷତିଗ୍ରସ୍ତ ଅର୍ଥନୀତି ଧିରେ ଧିରେ ଏହାକୁ ରସାତଳକୁ ନେବାରେ ଲାଗିଛି । ପାକିସ୍ତାନ ଉପରେ ବିଦେଶୀ ଋଣ ବଢ଼ିବାରେ ଲାଗିଛି । ଦରବୃଦ୍ଧି ୪୦ ପ୍ରତିଶତ ପାଖାପାଖି…

୨୨ ଦିନ ପରେ ପୁଣି ଥରିଲା ତୁର୍କୀ, ଗଳି ପଡିଲା ୨୯ କୋଠା

ଆଙ୍କରରା: ତୁର୍କୀକୁ ଛାଡୁନି ବିପଦ । ଭୟଙ୍କର ଭୂକମ୍ପର ୨୨ ଦିନ ପରେ ପୁଣି ଥରି ଉଠିଛି ତୁ୍ର୍କୀ । ଫେବୃୟାରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ହୋଇଥିଲା ଭୟଙ୍କର ଭୂକମ୍ପ । ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏତେ ବଡ ବିପଦରୁ ଉଠି ଅଣ୍ଟା ସଳଖୁଥିବେବେଳେ ପୁଣି ପ୍ରକୃତିର ମାଡ ।…

କବିତା : ମଳୟ ପରଶେ

ବିଳାସିନୀ ପୃଷ୍ଟି ଫୁଲେଇ ଫଗୁଣ ସାଥିରେ ଆଣିଛି ମଳୟ ପରଶ ଛିଟା ଆମ୍ବ ବଉଳର ବାସ ଭାସି ଆସେ କୋଇଲି କରୁଛି ଥଟ୍ଟା । ରହି ରହି ଗାଏ ମଧୁର ସଙ୍ଗୀତ ମତୁଆଲା ଭରା ହୋଇ ପ୍ରେମ ସମ୍ପର୍କକୁ ସୁଦୃଢ କରଇ ଜଗତେ ବାରତ୍ତା ଦେଇ । ରଙ୍ଗ ବେରଙ୍ଗର ଫୁଲ ଫୁଟିଅଛି ପ୍ରକୃତି ରାଣୀ ବିଭୋର…

ପୁଣି ୨୦୦ କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ୱାଶିଂଟନ: ପୁଣି ଟୁଇଟରରେ କର୍ମଚାରୀ ଛଟେଇ । ଶନିବାର ପ୍ରାୟ ୨୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟୁଇଟର । ଟୁଇଟରରେ କାମ କରୁଥିବା ପ୍ରାୟ ୨୦୦୦ କର୍ମଚାରୀଙ୍କର ଏହା ୧୦ ପ୍ରତିଶତ ଅଟେ । ଏଲନ ମସ୍କ ଗତବର୍ଷ ଅକ୍ଟୋବରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଅଧିଗ୍ରହଣ କରିଥିଲେ । ବର୍ତ୍ତମାନ…

ଗୁପ୍ତତଥ୍ୟ ଲିକ ଘଟଣାରେ ବାବୁ ରାମଙ୍କୁ ଫସାଇଥିବା ଯୁବତୀ ପାକିସ୍ତାନର ନା ହାଇଦ୍ରାବାଦର ?

ବାଲେଶ୍ୱର : ଗୋପନୀୟ ତଥ୍ୟ ଲିକ ଘଟଣାରେ ଗିରଫ ବାବୁରାମ ଦେକୁ ନେଇ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ହନି ଟ୍ରାପରେ ପଡିଥିବା ବାବୁରାମ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ବନ୍ଧୀୟ ଗୋପନ ତଥ୍ୟ ଜଣେ ଯୁବତୀଙ୍କୁ ପ୍ରଦାନ କରିଛନ୍ତି । ସଂପୃକ୍ତ ଯୁବତୀ ପାକିସ୍ତାନ ଆଇଏସଆଇ ଦ୍ୱାରା ନିୟୋଜିତ ହୋଇଥିଲେ ।…

ନବ ଦାସ ହତ୍ୟା ଘଟଣାକୁ ଆଜି ମାସେ ପୂରିଲା; ତଥାପି ଖୋଲିଲାନି ଅସଲ ଗୁମର

ଝାରସୁଗୁଡ଼ା : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଆଜି ମାସେ ପୂରିଲା।ଅଭିଯୁକ୍ତ ତଥା ପୂର୍ବତନ ପୁଲିସ୍ ଏଏସ୍ଆଇ ଗୋପାଳ ଦାସକୁ ଗିରଫ କରିବା ବ୍ୟତୀତ ତଦନ୍ତରେ ଆଉ କିଛି ଆଗେଇପାରିନି କ୍ରାଇମ୍‌ବ୍ରାଞ୍ଚ । ଜେରା ସେଇ ଗୋପାଳ ପାଖରେ ହିଁ ଅଟକି ଯାଇଛି । ଯେତେ ଜେରା କଲେ ବି…

କଟକରେ ନକଲି ଝାଡା ଔଷଧ ‘ଓ-ଟୁ’ ବିକ୍ରି

କଟକ: ପୁଣିଥରେ କଟକରୁ ନକଲି ଔଷଧ ଜବତ ହୋଇଛି। ପୂର୍ବରୁ ଉଚ୍ଚରକ୍ତ ଚାପର ନକଲି ଔଷଧ ବିକ୍ରି ହେଉଥିବା ବେଳେ ଏବେ ନକଲି ଝାଡା ଔଷଧ (ଓ-୨) ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ମେଡଲେ ହେଉଛି ଏହି ଔଷଧର ମୂଳ ନିର୍ମାତା। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଚୌଧୁରୀବଜାରରେ ଥିବା ଏକ…

ଜଙ୍ଗଲରେ ବୁଲୁଛି ମହାବଳ ବାଘ, କ୍ୟାମେରାରେ କଏଦ ହେଲା ଗତିବିଧି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁଇଟି ମହାବଳ ବାଘ ବା ରୟାଲ ବେଙ୍ଗଲ ଟାଇଗର ବୁଲୁଛି ଓଡ଼ିଶାର ଜଙ୍ଗଲରେ। ଗୋଟିଏ କେନ୍ଦୁଝର ଜିଲ୍ଲାର ଘଟଗାଁ ଫରେଷ୍ଟ ରେଞ୍ଜରେ ଏବଂ ଅନ୍ୟଟି ବରଗଡ଼ ନିକଟ ଡେବ୍ରିଗଡ଼ ଅଭୟାରଣ୍ୟରେ। କ୍ୟାମେରାରେ କଏଦ ହୋଇଛି ଏହି ଦୁଇ ମହାବଳ ବାଘର ଗତିବିଧି। ଯାହାର ଫଟୋ ଏବେ…

ହକି ପ୍ରୋ-ଲିଗ୍‌: ଅନ୍ ଲାଇନ୍ ଟିକେଟ ବୁକିଂ ସାଇଟ୍ ଖୋଲୁଖୋଲୁ ୱେଷ୍ଟ ଷ୍ଟାଣ୍ଡ୍‌ର ଟିକେଟ୍‌ ସଂରକ୍ଷିତ ହେଲା…

ରାଉରକେଲା: ହକି ପ୍ରୋ ଲିଗ ଟିକେଟ ବୁକିଂ କରି ଅନେକ ଏବେ ଦୋଛକିରେ। କାରଣ ପଇସା କଟିଯାଇଛି କିନ୍ତୁ ଟିକେଟ କନଫପରମେସନ ବା ଟିକେଟ ସୁନିଶ୍ଚିତ ହୋଇଥିବା ସ୍ପଷ୍ଟ ହୋଇନି। ଯାହା ଲୋକଙ୍କୁ ଦୋଛକରି ପକାଇ ଦେଇଛି। ଓ୍ବେବସାଇଟ ଖୋଲୁଖୋଲୁ ଏହି ଅସୁବିଧା ରହିଥିବା ବେଳେ ୱେଷ୍ଟ ଷ୍ଟାଣ୍ଡ୍‌ର…

ଖଡଗେ କେବଳ ନାଁକୁ କଂଗ୍ରେସ ଅଧ୍ୟକ୍ଷ: ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ କଟାକ୍ଷ କରିଛନ୍ତି। କର୍ଣ୍ଣାଟକର ବେଲଗାଭିରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, 'ମଲ୍ଲିକାର୍ଜୁନ ଖଡଗେ ହେଉଛନ୍ତି କଂଗ୍ରେସର ମୁଖିଆ। କିନ୍ତୁ କାହା ପାଖରେ ରିମୋଟ କଣ୍ଟ୍ରୋଲ…