Latest Odisha News

BREAKING NEWS

ଉତ୍କଳର ଅନନ୍ୟ ପରମ୍ପରା ‘ଅଷ୍ଟକାଳ ଉତ୍ସବ’

ପୁରୀ : ଧର୍ମ, ପରମ୍ପରା ତଥା କଥା ଓ କିମ୍ବଦନ୍ତୀର ଐତିହ୍ୟରେ ପୁରୀ ଜିଲ୍ଲାର ସ୍ଥାନ ସବୁବେଳେ ସ୍ୱତନ୍ତ୍ର । ସେହି ଧାର୍ମିକ ଭାବନାକୁ ବଜାୟ ରଖି ଜିଲ୍ଲାର କଣାସ ମଣ୍ଡଳର ତିଗିରିଆ ଗ୍ରାମରେ ଉତ୍କଳର ଅନନ୍ୟ ପରମ୍ପରା ଅଷ୍ଟକାଳ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଅଷ୍ଟପ୍ରହରୀ ବିଷୟରେ ଆମେ…

ଫଟା ପ୍ୟାଣ୍ଟ ପିନ୍ଧି ରାସ୍ତା କଡରୁ ବୋତଲ ଗୋଟାଉ ଥିଲେ, ମୃତ୍ୟୁ ପରେ ସମ୍ପତ୍ତି ଦେଖି ଲୋକଙ୍କ ହୋସ ଉଡିଗଲା

ଉତ୍ତର ସ୍ୱିଡେନର ଏକ ଛୋଟ ସହର ସ୍କେଲେଫ୍ଟିଆରେ ଜଣେ ଭିକାରୀକୁ ନେଇ ଏବେ ଚର୍ଚ୍ଚା ଧରିଛି । ଭିକାରୀଜଣକ ରାସ୍ତା କଡରୁ ଭଙ୍ଗା ପ୍ଲାଷ୍ଟିକ ଡବା ସଂଗ୍ରହ କରି ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିଛନ୍ତି । ସେ ଏହି ଡବାକୁ ନେଇ ବିକ୍ରି କରନ୍ତି । ବର୍ଷେ ନୁହେଁ କି ୨ ବର୍ଷ ନୁହେଁ, ପୁରା ୩୦ ବର୍ଷ…

ଆଫଗାନିସ୍ତାନରେ ଆକ୍ସନ ମୋଡରେ ତାଲିବାନ ; ଆଇଏସ ଖୁରାସାନାର ସେନା ମୁଖ୍ୟଙ୍କୁ ହତ୍ୟା

କାବୁଲ:ଆଫଗାନିସ୍ତାନରେ ତାଲିବାନ ସରକାର  ଇସଲାମିକ ଷ୍ଟେଟ ଖୁରାସାନ ପ୍ରାନ୍ତ (ISKP) ରେ ଏକ ବଡଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ତାଲିବାନ ସରକାରର ମିନିଷ୍ଟର ଅଫ ବାର ଏବଂ ସେନା ମୁଖ୍ୟ କାରୀ ଫେତହଙ୍କୁ ହତ୍ୟା କରାଯାଇଛି । କାରୀ ଫେତହଙ୍କୁ UNSC  ମନିଟରିଂ ଟିମ ମେ ୨୦୦୨ରେ ସେନା ମୁଖ୍ୟ…

ପ୍ଲାଣ୍ଟେସନ ନାଁରେ ହରିଲୁଟ୍‌, ଜାଳିଦେଲେ ହଜାର ହଜାର ଗଛ

କାମାକ୍ଷାନଗର : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଲା ସଙ୍ଗିନ ଅଭିଯୋଗ । ବୃକ୍ଷ ରୋପଣ ନାଁରେ ବନ ବିଭାଗ ବାବୁଙ୍କ ହରିଲୁଟ। ଜାଳିଦେଲେ ହଜାର ହଜାର ବୃକ୍ଷ  । ପ୍ଲାଣ୍ଟେସନ ନାଁରେ ହରିଲୁଟ କରିଛନ୍ତି ବନ ବିଭାଗ ଅଧିକାରୀ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର କନ୍ଧରା ବିଟ ଅନ୍ତର୍ଗତ କରଡାପାଳ…

ବାଣ କାରଖାନାରେ ବିସ୍ଫୋରଣ, ୨ ମୃତ

ଜଗତସିଂହପୁର: ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ । ଚାଲିଗଲା ୨ ଜଣଙ୍କ ଜୀବନ, ୨ ଜଣ ଗୁରୁତର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ଠାରେ ଥିବା ବାବା ମାଧୁରୀ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଆଜି ମଧ୍ୟାହ୍ନରେ ବାଣ ବନ୍ଧା କାମ ଚାଲୁଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା ।…

ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ: ପାେଲିସ-ବିଜେପି ମାରପିଟ, ଅଫିସରଙ୍କ ଫାଟିଲା ମୁଣ୍ଡ

ଭୁବନେଶ୍ୱର: ଲୋୟର ପିଏମଜି ଛକରେ ଆଜି ସୃଷ୍ଟି ହୋଇଛି ରଣକ୍ଷେତ୍ର । ବିଜେପି କର୍ମୀ-ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଲା ପୋଲିସ୍ । ଧସ୍ତାଧସ୍ତି ମାରପିଟ ଭିତରେ ଜଣେ ପୋଲିସ କମର୍ଚାରୀଙ୍କ ମୁଣ୍ଡ ଫାଟି ଯାଇଥିବା ଖବର ମିଳିଛି ।…

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ, ରଖିଲେ ଏମିତି ସର୍ତ୍ତ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ଦେଖା ଦେଇଥିବା ସମସ୍ୟା ଦୂର ହୋଇଛି । ଧାରଣାରେ ବସିଥିବା ୬୬୨ ବର୍ଗର ଅଧ୍ୟାପକ ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଛି । ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ସାମିଲ ହେବେ ବୋଲି…

ଜନ୍ମଦିନରେ କେକ୍‌ କାଟୁଛି ଶୁଆ, ଭୋଜି ଖାଉଛନ୍ତି ବନ୍ଧୁ ପରିଜନ

ସୁବର୍ଣ୍ଣପୁର : ଆଜିକାଲିର ଫ୍ୟାସନ ଜନ୍ମଦିନରେ କେକ୍‌ କାଟିବା  । ଆଉ ଜନ୍ମଦିନରେ କେକ୍‌ କଟା ନଗଲେ ଫିକା ପଡ଼ିଯାଏ ମନ  । ଆପଣମାନେ ନିଜ ନିଜ ଜନ୍ମଦିନରେ କେକ୍‌ କାଟିଥିବେ ଆଉ ଆପଣମାନଙ୍କ ବନ୍ଧୁ ଜନ୍ମଦିନରେ କେକ୍‌ କାଟିବାର ବି ଦେଖିଥିବେ  । ହେଲେ ଆମେ କହୁଛୁ ଜନ୍ମ ଦିନରେ କେକ୍‌ କାଟୁଛି…

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଦଳ ନେତାଙ୍କ ଟାର୍ଗେଟ: ଏମିତି ସଙ୍ଗୀନ ବେଳାରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ କାହିଁକି…

ଭୁବନେଶ୍ୱର:ରାଜ୍ୟର ଏବେ ସଙ୍କଟ ସମୟ । କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦିପହରରେ ହତ୍ୟା । ଅଥଚ  ମାସେ ପରେ ବି ପୋଲିସ ହାତ ଖାଲି । ଏବେ ପରୀକ୍ଷା ଋତୁ ଚାଲିଛି । ଆସନ୍ତାକାଲି ଯୁକ୍ତି ଦୁଇ ପରୀକ୍ଷା । କିନ୍ତୁ ଅଧ୍ୟାପକମାନେ ପରୀକ୍ଷା ବର୍ଜନ କରି ଧାରଣାରେ ବସିଛନ୍ତି । ପିଲା ପରୀକ୍ଷା …

ଫଲୋଅନ ପରେ ୧ରନରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ

ୱେଲିଂଟନ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ଫଲୋଅନ ନେବା ପରେ ୪ର୍ଥ ଟିମ ଭାବେ ଏହି ବିଜୟ ହାସଲ କରିଛି । ପୂର୍ବରୁ ୧୮୮୪ରେ ଇଂଲଣ୍ଡ ୧୦ ରନରେ ଅଷ୍ଟ୍ରେଲିଆକୁ, ୧୯୮୧ରେ ଇଂଲଣ୍ଡ…