Latest Odisha News

BREAKING NEWS

ରିମାଣ୍ଡରେ ଚାନ୍ଦିପୁର ଆଇଟିଆର ଘଟଣାର ଅଭିଯୁକ୍ତ, ସାମ୍ନାକୁ ଆସିଲା ଚାଂଚଲକ୍ୟର ତଥ୍ୟ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ବା ଡିଆରଡିଓର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ଆଇଟିଆର)ର ବରିଷ୍ଠ ଅଧିକାରୀ ବାବୁରାମ ଦେ ପାକିସ୍ତାନୀ ଏଜେଣ୍ଟଙ୍କ ସହ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିବା ଅଭିଯୋଗରେ ଶୁକ୍ରବାର ଗିରଫ ହୋଇଛି। ଶନିବାର…

ନିର୍ବାଚନ ପୂର୍ବରୁ ୩୬ ହଜାର ବୁଥକୁ ମଜବୁତ କରିବା ଲକ୍ଷ୍ଯରେ ରାଜ୍ୟ ବିଜେପି

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଗୋଟିଏ ବର୍ଷରୁ କମ୍ ସମୟ ଥିବାବେଳେ ଭାରତୀୟ ଜନତା ପାର୍ଟି ବୁଥ୍ ସ୍ତରରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଓଡ଼ିଶାରେ ତୃଣମୂଳସ୍ତରରେ ସମସ୍ତ ୩୬ ହଜାର ବୁଥକୁ ମଜବୁତ କରିବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଥିପାଇଁ…

ତେଜୁଛି ଅଧ୍ୟାପକଙ୍କ ଆନ୍ଦୋଳନ, ଚିନ୍ତାରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ଏବଂ ଅଭିଭାବକ

ଭୁବନେଶ୍ୱର: ଯୁକ୍ତ ଦୁଇ ବା ପ୍ଲସ୍ ଟୁ ପରୀକ୍ଷାକୁ ଆଉ ମାତ୍ର ତିନି ଦିନ ବାକି ରହିଛି। ହେଲେ ଏବେ ବି ୬୬୨ ବର୍ଗର କଲେଜର ଅଧ୍ୟାପକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି। ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଚଳିତ ବର୍ଷ ପ୍ରାୟ ୩.୫ ଲକ୍ଷ…

‘ୟୁପିଏ ସରକାର ଭଳି ବିରୋଧୀ ଏକାଠି ହେଲେ ବିଜେପିକୁ ହରାଇବା ସମ୍ଭବ’

ରାୟପୁର: ବିଜେପି ଭଳି ଦଳକୁ ହରାଇବାକୁ ହେଲେ ବିରୋଧୀ ଦଳ ଏକାଠି ହେବାର ଆବଶ୍ୟକତା ରହିଛି। ବିଜେପି ବିରୋଧୀଙ୍କୁ ଏକାଠି କରିବା ଉପରେ କଂଗ୍ରେସ ଗୁରୁତ୍ୱାରୋପ କରିଛି। ଛତିଶଗଡ ରାୟପୁରରେ ଚାଲିଥିବା ଅଧିବେଶନରେ କଂଗ୍ରେସ ପୂର୍ବରୁ ଏନଡିଏକୁ ହରାଇବାକୁ ଯେପରି ୟୁପିଏ ଆଗେଇ ଆସିଥିଲା ସେହିଭଳି…

ଛିଡା ହୋଇଥିବା ବସକୁ ଧକ୍କା ଦେଲା ଟ୍ରକ: ୧୪ ଯାତ୍ରୀ ମୃତ, ୬୦ ଆହତ

ଭୋପାଳ: ଏକ ଟ୍ରକ୍ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ତିନିଟି ବସକୁ ଧକ୍କା ଦେବାରୁ ବସ ଭିତରେ ଥିବା ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି ଯେ…

ପ୍ରଥମ ଥର ପାଇଁ ବିଦେଶୀ ଆକାଶରେ ଦମ୍ ଦେଖାଇବ ତେଜସ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଦେଶ ବାହାରକୁ ଯାଇଛି ତେଜସ ଯୁଦ୍ଧ ବିମାନ। ପ୍ରଥମ ଥର ପାଇଁ ଭାରତ ବାହାରେ ଏକ ଆନ୍ତର୍ଜାତୀୟ ବିମାନ ଅଭ୍ୟାସରେ ସାମିଲ ହେବାକୁ ଯାଇଛି ଏହି ହାଲୁକା ଲଢୁୁଆ ବିମାନ ତେଜସ୍। ସଂଯୁକ୍ତ ଆରବ ଏମିରେଟ୍ସର ଅଲ ଡାଫରା ଏୟାରବେସରେ ଏହା ପହଞ୍ଚିଛି। ଏହି ଅଭ୍ୟାସରେ ଭାରତର…

ପ୍ରିନ୍ସିପାଲଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଛାତ୍ର

ଇନ୍ଦୋର: ଗୁରୁ-ଶିଷ୍ୟ ପରମ୍ପରା ଆମ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି । ଶିଷ୍ୟ ଏଠି ଗୁରୁଙ୍କୁ ଭଗବାନଙ୍କ ସ୍ଥାନରେ ରଖି ପୂଜା କରିଥାଏ । ହେଲେ ଏବେ ଏହାର ଅବକ୍ଷୟର ଚିତ୍ର ସାମ୍ନାକୁ ଆସିଛି । ଗୁରୁଙ୍କୁ  ଶତ୍ରୁ ବୋଲି ଭାବି ଜଣେ ଛାତ୍ର ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛି ।…

ରାଜ୍ୟ ସରକାରଙ୍କ ବଜେଟ-“ବସ୍ତାନି ବଡ, ପାଠ କମ୍‌”

ଭୁୁବନେଶ୍ୱର:ରାଜ୍ୟ ସରକାରଙ୍କ ବଜେଟରେ କିଛି ନାହିଁ । ଏ ବଜେଟ ହେଉଛି “ବସ୍ତାନି ବଡ, ପାଠ କମ୍‌” ସଦୃଶ ।  ରାଜ୍ୟ ସରକାର କେବଳ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହି ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଗୋଲାପୀ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ଏମିତି କହି ରାଜ୍ୟ ସରକାରଙ୍କ  ୨୦୨୩-୨୪ ଆର୍ଥିକ…

ରାଜନୀତିରୁ ସନ୍ନ୍ୟାସ ନେବେ କି ସୋନିଆ ? କାହିଁକି କହିଲେ ଏମିତି କଥା

ନୂଆଦିଲ୍ଲୀ:ରାଜନୀତିରୁ ସନ୍ନ୍ୟାସ ନେଇ ପାରନ୍ତି ସୋନିଆ ଗାନ୍ଧି । କଂଗ୍ରେସ ଅଧିବେଶନରେ  ଅଭିଭାଷଣ ସମୟରେ ସେ ଏମିତି କିଛି ଇସାରା ଦେଇଛନ୍ତି ।  ଛତିଶଗଡର ରାଜଧାନୀ ରାୟପୁରରେ କଂଗ୍ରେସ ପକ୍ଷରୁ ଚାଲିଥିବା ସାଧାରଣ ଅଧିବେଶନରେ ସୋନିଆ ଗାନ୍ଧି କହିଥିଲେ, ‘ମୁଁ ବହୁତ ଖୁସି ଯେ, ଭାରତ ଯୋଡୋ…

ପାକ କ୍ରିକେଟରଙ୍କୁ ଚିଅର କରିବା ମହଙ୍ଗା ପଡିଲା, କାନ ଧରି କ୍ଷମା ମାଗିଲେ, ଭାରତ ମାତୀ କୀ ଜୟ କହିଲେ

ପାଣାଜୀ: କିଛି ଦିନ ତଳେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଗୋଆର ଜଣେ ବ୍ୟକ୍ତି ପାକିସ୍ତାନ କ୍ରିକେଟ ଟିମ ପାଇଁ ଚିଅର  କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଏପରି ଚିଅର ଅପ କରିବା ତାଙ୍କୁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ…