Latest Odisha News

BREAKING NEWS

ଚିନି କାରଖାନାରେ ଭୟାବହ ଅଗ୍ନିକାଣ୍ଡ; ଫସି ରହିଛନ୍ତି ୭୦ରୁ ୮୦ କର୍ମଚାରୀ

ଅହମ୍ମଦନଗର: ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ସେବଗାଁରେ ଥିବା ଗଙ୍ଗାମୟୀ ଏକ ଚିନି କାରଖାନାରେ ଶନିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଡିଷ୍ଟିଲାରୀ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ୟୁନିଟ ଭିତରେ ୭୦ରୁ ୮୦ କର୍ମଚାରୀ ଥିବା ଜଣାଯାଇଛି । ମୃତାହତଙ୍କ ସଂଖ୍ୟା ଜଣା ନ ପଡଥିଲେ…

ଆଇଏସଆଇଙ୍କ ଟାର୍ଗେଟରେ ଚାନ୍ଦିପୁର ଆଇଟିଆର; ୧୦ ବର୍ଷରେ ଧରାପଡିଲେଣି ୭ କର୍ମଚାରୀ

ଭୁବନେଶ୍ୱର: ସଙ୍କଟରେ ଚାନ୍ଦିପୁର ଆଇଟିଆର । ଦେଶର ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଉପରେ ଆତଙ୍କୀ ନଜର । ପ୍ରତିରକ୍ଷା ସଂସ୍ଥାର କର୍ମଚାରୀଙ୍କୁ ବିଭିନ୍ନ ଉପାୟରେ ଫସାଇ ତଥ୍ୟ ଚୋରି କରି ନେଉଛି ପାକିସ୍ତାନ ଆଇଏସଆଇ । ଜଣକ ପରେ ଜଣେ ଧରାପଡୁଛନ୍ତି । ତଥାପି ହୁଗୁଳା ବାଟ ଦେଖି ଆତଙ୍କୀ…

ଅଭୁଲା ଗୀତ : ଝୁଲରେ ହାତୀ ଝୁଲରେ

ଗୀତ: ସାରଦା ପ୍ରସନ୍ନ ନାୟକ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ସିପ୍ରା ବୋଷ ଲକ୍ଷ୍ମୀ, ୧୯୬୨ ଝୁଲରେ ହାତୀ ଝୁଲରେ ବାଆ ପାଣି ଖାଇ ଫୁଲରେ ଝୁଲରେ ହାତୀ ଝୁଲରେ ହାତୀ ଝୁଲୁଥାଏ ନସର ପସର କିଆ କନ୍ଦା ଖାଇବାକୁ କହ୍ନେଇ ଝୁଲଇ ଯଶୋଦା କୋଳରେ ଦୁଧକଳେ ଖାଇବାକୁ ଝୁଲରେ…

ସରକାରୀ ସ୍କୁଲ ପିଲାଙ୍କୁ ମାଗଣାରେ ମିଳିବ ଡାଏରୀ, ନୋଟ ବୁକ

ଭୁବନେଶ୍ୱର: ସ୍କୁଲ ପିଲାଙ୍କ ପାଠ ପଢା ପାଇଁ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ । ଏଣିକି ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ଏଣିକି ଷ୍ଟୁଡେଣ୍ଟ ଡାଏରୀ ସହିତ ନୋଟ ବୁକ ମଧ୍ୟ ମିଳିବ ବୋଲି ଶନିବାର ଗଣ ଶିକ୍ଷାମନ୍ତ୍ରୀ ସମୀର ଦେ ଶନିବାର ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ…

ଅବିକା ୨୦୨୩ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେ, ଶୁଭାଙ୍ଗୀ ସାମନ୍ତ “ଫେସ୍ ଅଫ୍ ଦ ଇୟର”

ଭୁବନେଶ୍ୱର  : ରାଜ୍ୟର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ର ଗ୍ରାଣ୍ଡ ଫିନାଲେ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି । ଚୂଡାନ୍ତ…

ଆନ୍ତର୍ଜାତୀୟ ବୁକର ପୁରସ୍କାର ପ୍ରାପ୍ତ ‘ରେତ୍ ସମାଧି’କୁ ଓଡ଼ିଆରେ ପ୍ରକାଶ କରିବ ‘ଧଉଳି ବୁକ୍‌ସ’

ଭୁବନେଶ୍ୱର : ‘ଅନ୍ତର୍ଜାତୀୟ ବୁକର ପୁରସ୍କାର’ ବିଜୟିନୀ ଗୀତାଞ୍ଜଳୀ ଶ୍ରୀଙ୍କ ପ୍ରସିଦ୍ଧ ହିନ୍ଦୀ ଉପନ୍ୟାସ ‘ରେତ୍ ସମାଧି’ର ଓଡ଼ିଆ ଅନୁବାଦ ସତ୍ୱାଧିକାର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ଧଉଳି ବୁକ୍‌ସ’ ସଂସ୍ଥା କ୍ରୟ କରିଥିବା ଜଣାପଡିଛି । ଏହି ଉପନ୍ୟାସ ବିଶିଷ୍ଟ ଅନୁବାଦିକା ଡେଜି ରକ୍‌ୱେଲଙ୍କ…

ଷଷ୍ଠ ସନ୍ଧ୍ୟାରେ ଆଦିବାସୀ ମେଳା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଫେବୃଆରୀ ୨୦ ତାରିଖଠାରୁ ଆୟୋଜିତ ହେଉଥିବା ଆଦିବାସୀ ମେଳା-୨୦୨୩ର ଷଷ୍ଠ ସନ୍ଧ୍ୟାରେ ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ…

ଆରଜେଡି-ଜେଡିୟୁ ମେଣ୍ଟ ପାଣି ଏବଂ ତେଲ ଭଳି: ଶାହ

ପାଟନା: କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ଶନିବାର ବିହାରର ପଶ୍ଚିମ ଚମ୍ପାରନର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ଅଭିଳାଶ ରଖିଛନ୍ତି। ଯାହା ତାଙ୍କୁ ଭବିଷ୍ୟତରେ ବୁଡାଇବ। ସେହିପରି ବିହାରରେ…

ସିଡବ୍ଲ୍ୟୁସି ସଦସ୍ୟ ବାଛିବାରେ ଖଡଗେଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା, କିନ୍ତୁ ରହିଛି ବଡ଼ ଚ୍ଯାଲେଞ୍ଜ

ରାୟପୁର: କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ନିର୍ବାଚନ ହେବ ନାହିଁ। ସିଡବ୍ଲ୍ୟୁସିରେ କିଏ ରହିବେ କିଏ ରହିବେ ନାହିଁ ତାହା ସମ୍ପୂର୍ଣ୍ଣ ନିଷ୍ପତ୍ତି ନେବେ ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ରାୟପୁରରେ ଚାଲିଥିବା କଂଗ୍ରେସର ୮୫ତମ ଅଧିବେଶନରେ ଏହି ନିଷ୍ପତ୍ତି ନିଆଯାଇଛି।…

ମହିଳା କ୍ରିକେଟର ରାଜଶ୍ରୀ ମୃତ୍ୟୁ ଘଟଣା, ବଢ଼ିଲା ଓସିଏ କର୍ମଚାରୀଙ୍କ ଟେନସନ

କଟକ: ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ଘଟଣାରେ ତାଙ୍କ ସ୍କୁଟି ଭିତରୁ ଜବତ ହୋଇଥିବା ହାତଲେଖା ନୋଟ୍ ବା ସୁଇସାଇଡାଲ ତାଙ୍କର ବୋଲି ଜଣାପଡିଛି। ହାତଲେଖା ନୋଟକୁ ତଦନ୍ତ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଥିଲା। ଏବେ ଏହି ହାତଲେଖା ନୋଟ୍ ରାଜଶ୍ରୀଙ୍କର ବୋଲି ସ୍ପଷ୍ଟ…