Latest Odisha News

BREAKING NEWS

ଜୟ ନାରାୟଣ ମିଶ୍ରଙ୍କୁ ନେଇ ତୀବ୍ର ହେଉଛି ବିବାଦ

ଭୁବନେଶ୍ୱର: ଜୟ ନାରାୟଣ ମିଶ୍ରଙ୍କୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧୀ ଦଳ ନେତା ସରକାରଙ୍କୁ ଲଗାତର ଆକ୍ରମଣ କରୁଛନ୍ତି। ହତ୍ୟା ପ୍ରସଙ୍ଗରେ ଶାସକ ଦଳର ସର୍ବୋଚ୍ଚ ନେତୃତ୍ୱକୁ ମଧ୍ୟ କାଠଗଡାକୁ ଟାଣିଛନ୍ତି। ସେପଟେ ବିଜେଡି ମଧ୍ୟ ଏ…

ଟି୨୦ ବିଶ୍ୱକପ: ଆଉ ୨ଟି ବାଧା ଜିତିଲେ ଭାରତ ହେବ ଚାମ୍ପିୟନ

ନୂଆଦିଲ୍ଲୀ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତୀୟ ଟିମ ଧିରେ ଧିରେ ଟାଇଟଲ ହାସଲ ଦିଗରେ ଅଗ୍ରସର ହେଉଛି । ଆଉ ୨ଟି ବାଧା ଅତିକ୍ରମ କଲେ ଟିମ ଇଣ୍ଡିଆ ହେବ ଚାମ୍ପିୟନ । ଏହି ଧାରାରେ ଗୁରୁବାର ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ୫ ବର୍ଷ ଧରି ଭାରତୀୟ ଟିମ ଭଲ…

ରାଜକୁମାର ହେଲେ ଭୁଟାନର ପ୍ରଥମ ଡିଜିଟାଲ ନାଗରିକ

ଥିମ୍ପୁ: ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇଛନ୍ତି । ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ ମୋବାଇଲ ୱାଲେଟ ସହିତ ନାଗରିକଙ୍କୁ ଯୋଡାଯାଇଛି । ଏଥିପାଇଁ ଏନଡିଆଇ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିଛି । ଏଥିରେ ବ୍ୟକ୍ତିଗତ ସୂଚନା ଏବଂ…

ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୫ ମୃତ

ରାୟଗଡ଼ା: ମାଆଙ୍କ ଆଶୀର୍ବାଦ ଭିକ୍ଷା କରି ଫେରୁଥିଲେ, ରାସ୍ତାରେ ଚାଲିଗଲା ଜୀବନ । ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତାହତ ଆନ୍ଧ୍ରପ୍ରଦେଶ କମରଡ଼ାର ବୋଲି ଜଣାପଡ଼ିଛି । ଆଜି ଅଟୋରେ ଆନ୍ଧ୍ର…

ବିଳମ୍ବରେ କାହିଁକି ଆସିଲ ବୋଲି ପଚାରି ଛେଚା ଖାଇଲେ ଅଧ୍ୟାପକ

ଝାରସୁଗୁଡ଼ା: ଛାତ୍ରଙ୍କ ମାଡ଼ରେ ଲହୁଲୁହାଣ ହେଲେ ଅଧ୍ୟାପକ । ଝାରସୁଗୁଡ଼ା ଜିଲ୍ଲା କଟାପାଲି ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଳମ୍ବରେ କ୍ଲାସରୁମକୁ ଆସିବା ନେଇ ଅଧ୍ୟାପକ ପଚାରିବାକୁ ଛାତ୍ର ଜଣଙ୍କ ମାଡ଼ ମାରିଛନ୍ତି । ଯେଉଁଥିରେ ଗୁରୁତର ଆହତ…

ବାହାଘର ପୂର୍ବରୁ ବିମାନବନ୍ଦରରୁ ବର ନିଖୋଜ

ଜୟପୁର: ବାହାଘର ପୂର୍ବରୁ ବର ନିଖୋଜ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି ରାଜସ୍ଥାନରୁ । ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଯୁବକ ଜଣଙ୍କ ବାହାଘର ପାଇଁ ଫେରୁଥିଲେ । ଫେବ୍ରୁଆରୀ ୧୬ ତାରିଖରେ ମୁମ୍ବାଇ ବିମାନବନ୍ଦରରେ ବି ପହଞ୍ଚିଲେ । ହେଲେ ସେବେଠୁ ତାଙ୍କର…

ଆରମ୍ଭ ହେଲା ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୨୩

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା-୨୦୨୩ ଆରମ୍ଭ ହୋଇଯାଇଛି । ଏହି ମେଳାରେ କଳାବସ୍ତୁ ପ୍ରଭାଗରେ ସମୁଦାୟ ୧୩ଟି ଷ୍ଟଲ ରହିଛି । ଧରଣୀପେନୁ ଢୋକରା କାରିଗରୀ ସମିତି,…

୭ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟର ୭ ଜିଲ୍ଲାର ୮ଟି ସହରାଞ୍ଚଳରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାଜପୁର, ମୟୂରଭଞ୍ଜ, ମାଲକାନଗରି, ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ ଓ କଟକ ଜିଲ୍ଲାର…

ଡିଜି କ୍ୟାମ୍ପରେ ଟପ ପୋଲିସ ଅଧିକାରୀ; ନବ ଦାସ ହତ୍ୟା ମାମଲା ନେଇ ଆଲୋଚନା !

ଭୁବନେଶ୍ୱର:  ନବ ଦାସ ହତ୍ୟାକାଣ୍ଡକ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ବିଧାନସ ସଭା କମ୍ପୁଛି । ଶାସକ-ବିରୋଧୀ ଭାଷଣବାଜିକୁ ନେଇ ମିଡିଆ ବ୍ୟସ୍ତ । ଏସବୁ ଭିତରେ ଆଜି ଏକାଠି ହୋଇଛନ୍ତି ଟପ  ପୋଲିସ ଅଧିକାରୀ ।  ଡ଼ିଜି କ୍ୟାମ୍ପ ଅଫିସରେ ଆଜି ଏକାଧିକ ବରିଷ୍ଠ ପୋଲିସ ଅଧିକାରୀ ଏକାଠି…

ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ‘ବିଶ୍ୱ ମାତୃଭାଷା ଦିବସ’ ପାଳିତ

ବ୍ରହ୍ମପୁର : ଓଡ଼ିଆ ଭାଷା, ପ୍ରତିଷ୍ଠାନ, ଭୁବନେଶ୍ଵର ଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟର ମିଳିତ ଆନୂକୂଲ୍ୟରେ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ପାନ(ପାଠଚକ୍ର) ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ…