ଆଜି ଜାଗର, ଚଳଚଞ୍ଚଳ ବାବା ସୋମନାଥଙ୍କ ପୀଠ
ଆଜି ପବିତ୍ର ମହାଶିବରାତ୍ରି, ଏହି ଉପଲକ୍ଷେ ଗାଁ ଠୁ ସହର ସବୁ ଶୈବ ପୀଠ ଚଳଚଞ୍ଚଳ । ଆଜି ସାରାଦିନ ଉପାସ ରହି ଓ ରାତି ଉଜାଗର ହୋଇ ମହାଶିବରାତ୍ରି ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ମହାଦେବଙ୍କ ଦର୍ଶନ ଓ ଜଳଲାଗି କରିବା ପାଇଁ ସବୁ ସ୍ଥାନରେ ଥିବା ଶିବମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ତେବେ…