ମିସିସିପି: ମିସିସିପି ନିକଟ ଟେଟ୍ କାଉଣ୍ଟିରେ ଶୁକ୍ରବାର ସିରିଜ୍ ଗୁଳିକାଣ୍ଡ ଘଟିଛି। ଘଟଣାରେ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା CNN ରିପୋର୍ଟରେ କୁହାଯାଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।
ଗୁଳିକାଣ୍ଡ ଆର୍କାବୁଟ୍ଲା କମ୍ୟୁନିଟି ମଧ୍ୟରେ ଘଟିଛି। ସେଥିରୁ ଗୋଟିଏ ଗୁଳିକାଣ୍ଡ ଆର୍କାବୁଟ୍ଲା ରୋଡ୍ରେ ଥିବା ଗୋଟିଏ ଷ୍ଟୋର୍ ଭିତରେ ଘଟିଛି। ଉକ୍ତ ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଟେଟ୍ କାଉଣ୍ଟି ସେରିଫ୍ ବ୍ରାଡ୍ ଲାନ୍ସ୍ କହିଛନ୍ତି ।
ସେହିପରି, ଜଣେ ମହିଳାଙ୍କର ଆର୍କାବୁଟ୍ଲା ଡ୍ୟାମ୍ ରୋଡ୍ସ୍ଥିତ ଘରେ ମୃତ୍ୟୁ ଘଟିଛି । ଏଥିରେ ନିହତ ମହିଳାଙ୍କ ସ୍ବାମୀ ଆହତ ହୋଇଛନ୍ତି। କିନ୍ତୁ, ସ୍ବାମୀଙ୍କୁ ଗୁଳି ମରାଯାଇଥିଲା କି, ନାହିଁ, ଜଣାପଡ଼ିନାହିଁ।
ଗିଳିକାଣ୍ଡ ପରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଆର୍କାବୁଟ୍ଲା ଡ୍ୟାମ୍ ରୋଡ୍ ତାଙ୍କ ଗାଡି ସହ ଗିରଫ କର ଯାଇଛି। ତେବେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନାହିଁ।
BREAKING NEWS
- Trump slams Own Bank: ଭାରତର ଅର୍ଥନୀତିକୁ ଟ୍ରମ୍ପଙ୍କ ପ୍ରଶଂସା, ନିଜ ଦେଶର ଫେଡ୍ ରିଜର୍ଭକୁ କଲେ କଡା ଟାର୍ଗେଟ୍…
- ୧.୨୩ କୋଟି ଅର୍ଥ ହେରଫେର ମାମଲା; ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ଫେରାର ବରିଷ୍ଠ ସହାୟକ ଗିରଫ
- ଜୀବନ ନେଉଛି ବିଷାକ୍ତ ମଦ; ୧୫ ମୃତ, ୧୮୦ରୁ ଊର୍ଦ୍ଧ୍ବ ହସ୍ପିଟାଲରେ ଭର୍ତ୍ତି
- ଋଣ ଶୁଝିବାର ୭ ବର୍ଷ ପରେ ବି ଫେରାଇଲେନି ଜମିର ମୂଳ କାଗଜ: ଏସବିଆଇ ଉପରେ ଦୈନିକ ୫,୦୦୦ ଟଙ୍କା ଜରିମାନା ଲଗାଇଲେ ଖାଉଟି କମିଶନ
- ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେଲା ବାତ୍ୟା ଅକଓ୍ୱାନ…
- ୧୪୪ ଶିଶୁଙ୍କୁ ଅମାନୁଷିକ ନିର୍ଯାତନା ମାମଲା: ଡେ-କେୟାର ପ୍ରିନ୍ସିପାଲଙ୍କୁ ୫ ବର୍ଷ କାରାଦଣ୍ଡ
- ବେଆଇନ କଫ ସିରଫ ଓ ଅସ୍ତ୍ରଶସ୍ତ୍ର କାରବାର ଘଟଣାର ପର୍ଦ୍ଦାଫାଶ; ୧୧ ଲକ୍ଷ ଟଙ୍କା ସହ ବନ୍ଧୁକ,ଜୀବନ୍ତ ଗୁଳି ଜବତ
- ବାତ୍ୟା ଅକୱାନ ପରେ ୧୦.୬୯ ଲକ୍ଷ ଗ୍ରାହକଙ୍କୁ ବିଦ୍ୟୁତ ସେବା ଯୋଗାଇଲା ଟିପିଏସ୍ଓଡିଏଲ୍
- ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ:୩ ଜଣ ଡାକ୍ତର ନିଲମ୍ବିତ
- ବର୍ଷା ଯୋଗୁଁ ବ୍ଲାଇଣ୍ଡ ଏସିଆ କପ୍ ଫାଇନାଲ୍ ବାତିଲ୍: ବିନା ମ୍ୟାଚ୍ରେ ପାକିସ୍ତାନକୁ ବିଜେତା ଘୋଷଣା, ପୁରସ୍କାର ବିତରଣ ଉତ୍ସବ ବର୍ଜନ କଲା ଭାରତ
Comments are closed.