Heat to Intensify: କଲବଲ କରିବ ତାତି, ଉପର ମୁହାଁ ପାରଦ…୨୪ ଘଣ୍ଟା ପାଇଁ କାଳବୈଶାଖୀ ଆଲର୍ଟ
ଭୁବନେଶ୍ଵର: ତାତିରୁ ମିଳିବନି ତ୍ରାହି। ମୁଣ୍ଡଫଟା ଗରମ ଅନୁଭୂତ ହେବ। ସେପଟେ ଦୁର୍ବଳ ହେବ କାଳବୈଶାଖୀ ପ୍ରଭାବ। ଆଗାମୀ ୨୪ ଘଣ୍ଟା ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଶନିବାର ଠାରୁ କଲବଲ କରିବ ଅସହ୍ୟ ତାତି।
ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି ଯେ ସାରା…