Latest Odisha News

BREAKING NEWS

ଡ୍ରେନରୁ ଜଣେ ଯୁବକଙ୍କ ମୃତ ଦେହ ଠାବ

ପୁରୀ : ନାଳରେ ଭାସୁଛି ଯୁବକଙ୍କ ମୃତ ଦେହ । ଏଭଳି ଅଭାବନୀୟ ଦୃଶ୍ୟ ରେଡକ୍ରସ ରୋଡ ପୁରୀ ପୋଲିସ ହାଇସ୍କୁଲ ନିକଟରେ ଦେଖିବାକୁ ମିଳିଛି । ପୋଲିସ ହାଇସ୍କୁଲ ଗେଟ ଦେଇ ଯାଇଥିବା ନଳାରେ ଜଣେ ଅଜଣା ମୃତ ଦେହ ପାଣିରେ ଭାସମାନ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି l ଏନେଇ ମୃତ୍ୟୁର କାରଣ…

ରେଳ ଧାରଣାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ରେଳ ଧାରଣାରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ। ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ଖୁଜେନପାଲି ରେଲୱେ ଫାଟକରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୃତ ଦେହ । ମୃତ ଯୁବତୀଙ୍କ ଜଣକ ହେଲେ ବଲାଙ୍ଗିର ତାଲପାଳି ପଡ଼ାର ସାରିକା ସାଏ। ସେ ଏକ ବୀମା କମ୍ପାନୀରେ ଚାକିରି କରୁଥିଲେ ।…

ତ୍ରିବିକ୍ରମ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆାଜି ହେଉଛି ପଞ୍ଚୁକର ତୃତୀୟ ଦିନ। ତ୍ରିବିକ୍ରମ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ  ତିଥିରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କର ତିବିକ୍ରମ ବେଶ  ଅନୁଷ୍ଠିତ ହୋଇଛି | ଏହି ବେଶରେ ପ୍ରଭୁ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ…

ଅନୁବାଦ ଗଳ୍ପ : ନୂଆଘର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୭ ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‌ଗଲ ଡେପୁଟୀ କମିଶନର ସା’ବ୍ ଆମକୁ କହିଲେ ଯେ ବଡ଼ବଡ଼ିଆ ହାକିମହୁକୁମାଙ୍କ ଲାଗି ଅଲଗା ଘରସବୁ ରଖାଯାଇଛି - ସେସବୁ ବଙ୍ଗଳାଗୁଡ଼ିକ ବେଶ୍ ପ୍ରଶସ୍ତ । ମୁସଲମାନ ଲୋକମାନେ ସେସବୁ ଘର ଛାଡ଼ିବା…

କର୍ମଚାରୀଙ୍କ ଛଟେଇକୁ ନେଇ କ୍ଷମା ମାଗିଲେ ଟ୍ୱିଟରର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି

ନୂଆଦିଲ୍ଲୀ: ଆକ୍ସନ ମୋଡରେ ଏଲନ୍ ମସ୍କ  । ସେ ଟ୍ୱିଟର୍‌ର ନୂଆ ସିଇଓ ହେବା ପରେ କମ୍ପାନୀର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏଥିରେ ଅଧିକାଂଶ କର୍ମଚାରୀ ଭାରତୀୟ ବୋଲି ଜଣାପଡ଼ିଛନ୍ତି।  କର୍ମଚାରୀଙ୍କ ଛଟେଇକୁ ନେଇ ଟ୍ୱିଟର୍ର ପୂର୍ବତନ କୋ-ଫାଉଣ୍ଡର ଜ୍ୟାକ୍ ଡୋର୍ସି…

ଶିଶୁ ଗଳ୍ପ : ଟୁକୁଲର ଡଙ୍ଗା ଭସା

କୁଞ୍ଜ ବିହାରୀ ସାହୁ  ପୁଅ ଉଠିପଡ଼ ସକାଳ ହେଲାଣି । କାଉ ରାବିଲାଣି । ଏମିତି ଘୋଡ଼େଇ କେତେ ସମୟ ଶୋଇବୁ ଯେ ! ବୋଉ କଥାକୁ ନ ଶୁଣି କମ୍ବଳ ଘୋଡ଼େଇ ଶୋଇଲା ଟୁକୁଲ । ଏଇ କେଇଦିନ ହେଲା ପହାନ୍ତା ପହରେ ଶୀତ ଲାଗୁଛି । ଟୁକୁଲ ଜାଣିଶୁଣି ଉଠୁନି । କିଛି ସମୟ ରହି ବୋଉ ଡାକିଲେ - ଉଠି…

କବିତା : ଛାଇ ଅନ୍ଧାର

ମିରିନା ମହାନ୍ତି ଯେତେବେଳେ ମୁଁ ଅନ୍ଧାରକୁ ଫୁଲଟିଏ ଫିଙ୍ଗିଲି ହଜାଇ ବସିଲି, ନିଃଶ୍ବାସ, ବିଶ୍ବାସ। । ଚଉଦିଗ ମହମହ ବାସୁଥିଲା। ମଧୁମାଳତୀର ବାସ ଗୋଳେଇ ହୋଇ ଯାଉଥିଲା ଶୂନ୍ଯତାରେ। ତୁମ ନରମ ଆଲିଙ୍ଗନର ମତୁଆଲା ପଣରେ ହାରିଯାଉଥିଲା ପବନ। ଆକାଶ ଭର୍ତ୍ତି…

ଅଲଗା ହେବେ କି ସାନିଆ-ସୋଏବ ?

ନୂଆଦିଲ୍ଲୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କ ସମ୍ପର୍କ ଭାଙ୍ଗିବାକୁ ଯାଉଛି ବୋଲି ଗୁଜବ ଜୋର ଧରିଛି । ପାକିସ୍ତାନୀ ମିଡିଆରୁ ଏହି ଖବର ପ୍ରସାରିତ ହେବା ପରେ ଏବେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ଉଭୟ ୨୦୧୦ରେ…

ଆଥଲେଟଙ୍କୁ ନିଷିଦ୍ଧ ଡ୍ରଗ୍ସର ଇଂଜେକସନ ଦେଇ ଫସିଲେ କୋଚ ମିକି, ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ ମୁମ୍ବାଇର ଆଥଲେଟିକ କୋଚ ମିକି ମେଞ୍ଜେସଙ୍କୁ ୫୦,୦୦୦ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିବା ସହ ୪ ବର୍ଷ ବାସନ୍ଦ କରିଛନ୍ତି । ମିକିଙ୍କ ନିକଟରୁ ଉଦୀୟମାନ ଆଥଲେଟ କୀର୍ତି ଭୋଇଟେ ପ୍ରଶିକ୍ଷଣ ନେଉଥିଲେ । ମିକି ଇଂଜେକସନ…

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଲାଲ ସଲାମ

ମାଡ୍ରାସ: ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମର ନାମ ଘୋଷଣା ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ରଜନୀକାନ୍ତଙ୍କ ଝିଅ ଐଶ୍ଚର୍ଯ୍ୟା ଲାଲ ସଲାମ ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଫିଲ୍ମରେ ବିଷ୍ଣୁ ବିଶାଳ ଓ ବିକ୍ରାନ୍ତ ଅଭିନୟ କରୁଛନ୍ତି । ତେବେ ଏହି…