Latest Odisha News

BREAKING NEWS

ଲୁଟ୍ ବେଳେ ମାଡ଼ି ବସିଲା ପୋଲିସ, ୫ ଚୋର ଗିରଫ

କାମାକ୍ଷାନଗର: ଚୋରି କରିବାକୁ ଆସିଥିଲେ, ମାଡ଼ି ବସିଲା ପୋଲିସ । କାମାକ୍ଷାନଗର ପୋଲିସ ଏକ ଚୋର ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ଧାର ରାତିରେ ଲୁଟ୍ ବେଳେ ପୋଲିସ ହାତରେ ଚୋର ଧରା ପଡ଼ିଛନ୍ତି । ବାଉଁଶପାଳ ଗ୍ରାମବାସୀଙ୍କ ସହଯୋଗରେ ୫ ଜଣ ଚୋରଙ୍କୁ ଧରି ପୋଲିସ ।…

ଭାରତ ପାଇଁ ୨୦୧୧ ଆଉ ପାକିସ୍ତାନ ନିମନ୍ତେ ୧୯୯୨ର ସଂଯୋଗ, କିଏ ଜିତିବ ଟାଇଟଲ ?

ପୁରୀ: ଟି୨୦ ବିଶ୍ୱକପ ୨୦୨୨ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ଶେଷ ପଂହଚିଛି । ସେମିଫାଇନାଲରେ ଭାରତ-ଇଂଲଣ୍ଡ ଏବଂ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଏହା ପରେ ବିଶ୍ୱ ବିଜେତା ପାଇଁ ହେବ ଲଢ଼େଇ । ଭାରତ ପାଇଁ ୨୦୧୧ ଏବଂ ପାକିସ୍ତାନ ନିମନ୍ତେ ୧୯୯୨ର ବିଶ୍ୱକପ ବିଜୟୀ ହେବାର…

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (JSPL)ର ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ବରସୁଆଁରେ ଥିବା ଜିନ୍ଦଲ ଗେଷ୍ଟ ହାଉସର ରୁମରୁ ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଥିବା ବେଳେ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲହୁଣୀପଡ଼ା ପୋଲିସ…

ପୁନର୍ବାର ପ୍ରମାଣିତ, ମାଆ ବିଶ୍ୱର ବଡ ଯୋଦ୍ଧା

ଭୁରକୁଣ୍ଡା: ମାଆଙ୍କୁ କାହିଁକି କୁହାଯାଏ ବିଶ୍ୱର ବଡ ଯୋଦ୍ଧା ତାହା ଆଜି ପୁନର୍ବାର ପ୍ରମାଣିତ ହୋଇଛି । ଝାଡଖଣ୍ଡରେ ଏପରି ଏକ ଘଟଣା ଘଟିଛି ଯେ, ସମସ୍ତେ ମାଆର ସାହସକୁ ସଲାମ କରୁଛନ୍ତି । ଭୁରକୁଣ୍ଡାର ନଳକାରୀ ନଦୀ କୂଳରେ ଥିବା ଏକ ଗ୍ରାମରେ ଚରଣ ମାଂଝୀଙ୍କ ପରିବାର ବାସ କରନ୍ତି । ଘଟଣା ଦିନ…

ପାରା ବ୍ୟାଡମିଂଟନ: ସିଙ୍ଗଲ୍ସରେ ସ୍ୱର୍ଣ୍ଣ, ଡବଲ୍ସରେ ରୌପ୍ୟ ଜିତିଲେ ପ୍ରମୋଦ

ଭୁବନେଶ୍ୱର: ଜାପାନର ଟୋକିଓଠାରେ ଅନୁଷ୍ଠିତ ପାରା ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ଏବଂ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ସିଙ୍ଗଲ୍ସ ଫାଇନାଲରେ ସେ ନିଜ…

ତିରୁପତି ମନ୍ଦିରର ସମ୍ପତି ଘୋଷଣା କଲା ଟ୍ରଷ୍ଟ

ଅମରାବତୀ: ତିରୁମାଲା ତିରୁପତି ଦେବସ୍ଥାନମସ ଟ୍ରଷ୍ଟ ପକ୍ଷରୁ ଆଜି ତିରୁପତି ମନ୍ଦିରର ସମ୍ପତି ଘୋଷଣା କରାଯାଇଛି । ଟିଟିଡି ପକ୍ଷରୁ ଘୋଷଣା କରାଯାଇଥିବା ସମ୍ପତି ତାଲିକାରେ ୧୦.୩ ଟନ ସୁନା ଏବଂ ୧୫,୯୩୮ କୋଟି ଟଙ୍କା କ୍ୟାଶ ରହିଛି । ସମସ୍ତ ସମ୍ପତି ହିସାବକୁ ନେଲେ ବର୍ତମାନ ମୂଲ୍ୟ ଅନୁସାରେ…

ଜିମ୍ବାୱେକୁ ୭୧ ରନରେ ହରାଇଲା ଭାରତ: ସେମିରେ ଇଂଲଣ୍ଡ ସହ ମୁକାବିଲା

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ସୁପର ୧୨ର ଶେଷ ମୁକାବିଲାରେ ଭାରତ ୭୧ ରନରେ ଜିମ୍ବାୱେକୁ ପରାସ୍ତ କରି ଟେବୁଲ ଟପର ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ୧୦ ନଭେମ୍ବରରେ ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ । ଏହାର ପୂର୍ବ ଦିନ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଉ ଏକ…

ଜିମ୍ବାୱେ ସମ୍ମୁଖରେ ୧୮୭ ରନର ଟାର୍ଗେଟ ରଖିଲା ଭାରତ, ସ୍କାଏଙ୍କ ଆଉ ଏକ ଅର୍ଦ୍ଧଶତକ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ସୁପର ୧୨ ପର୍ଯ୍ୟାୟର ଶେଷ ମୁକାବିଲାରେ ଭାରତ ୧୮୭ ରନର ବିଜୟ ଲକ୍ଷ୍ୟ ଜିମ୍ବାୱେ ସମ୍ମୁଖରେ ରଖିଛି । ସେମିଫାଇନାଲରେ ୪ଟି ଟିମ ପ୍ରବେଶ କରି ସାରିଥିବାରୁ ଏହି ମ୍ୟାଚର ଗୁରୁତ୍ୱ କମି ଯାଇଛି । ଭାରତ ବିଜୟ ସହ ଟେବୁଲ ଟପର ହେବାକୁ ଚାହିଁବ । ଇଂଲଣ୍ଡ,…

ଦୁଷ୍କର୍ମ ଅଭିଯୋଗରେ ସିଡନୀରେ ଗିରଫ ହେଲେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କ

ସିଡନୀ: ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ଦନୁଷ୍କା ଗୁଣଥାଲିକା ଦୁଷ୍କର୍ମ ଅଭିଯୋଗରେ ସିଡନୀ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ଦି ଅଷ୍ଟ୍ରେଲିଆନରେ ପ୍ରକାଶିତ ରିପୋର୍ଟ ଅନୁସାରେ ତାଙ୍କ ଉପରେ ୪ଟି ଅଭିଯୋଗ ଲଗାଯାଇଛି । ଜଣେ ୨୦ ବର୍ଷୀୟା ମହିଳା ବିନା ଅନୁମତିରେ ସେ ଦୁଷ୍କର୍ମ କରିଥିବା ମାରାତ୍ମକ…

ଡ୍ରେନରୁ ଜଣେ ଯୁବକଙ୍କ ମୃତ ଦେହ ଠାବ

ପୁରୀ : ନାଳରେ ଭାସୁଛି ଯୁବକଙ୍କ ମୃତ ଦେହ । ଏଭଳି ଅଭାବନୀୟ ଦୃଶ୍ୟ ରେଡକ୍ରସ ରୋଡ ପୁରୀ ପୋଲିସ ହାଇସ୍କୁଲ ନିକଟରେ ଦେଖିବାକୁ ମିଳିଛି । ପୋଲିସ ହାଇସ୍କୁଲ ଗେଟ ଦେଇ ଯାଇଥିବା ନଳାରେ ଜଣେ ଅଜଣା ମୃତ ଦେହ ପାଣିରେ ଭାସମାନ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଛି l ଏନେଇ ମୃତ୍ୟୁର କାରଣ…