ସଫଳତା ପାଇବା ପାଇଁ ଏହିପରି ଜୀବନଶୈଳୀ ଆପଣାନ୍ତୁ
ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନିତୀ ମନୁଷ୍ୟର ଜୀବନକୁ ସଫଳ କରିବା ପାଇଁ ପ୍ରେରଣା ଯୋଗାଏ। ଚାଣକ୍ୟ ନିତୀରେ ଯେଉଁ ଜିନିଷଗୁଡ଼ିକ ଉଲ୍ଲେଖ କରାଯାଇଛି ତାହା ଜଣେ ବ୍ୟକ୍ତି କେବେବି ଭୁଲିଯିବା ଉଚିତ୍ ନୁହେଁ। ତେବେ ଆସନ୍ତୁ ଜାଣିବା କିପରି ଜୀବନଶୈଳୀ ଆପଣେଇଲେ…