Latest Odisha News

BREAKING NEWS

ଦି ଇର୍ମୋଟାଲ ଅଶ୍ୱଥାମାରୁ ହଟିଲେ ସାରା

ମୁମ୍ବାଇ: ଫିଲ୍ମମେକର ଆଦିତ୍ୟ ଧରଙ୍କ ଡ୍ରିମ ପ୍ରୋଜେକ୍ଟ ଦି ଇର୍ମୋଟାଲ ଅଶ୍ୱଥାମାରୁ ସାରା ଅଲୀ ଖାଁଙ୍କୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ଜଣେ ବଡ ଅଭିନେତ୍ରୀଙ୍କୁ କାଷ୍ଟ କରାଯିବ । ଭିକ୍କି କୌଶଳ ଏଥିରେ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଷ୍ଟାରକାଷ୍ଟରେ ପରିବର୍ତନ କରାଯିବା ନେଇ…

ରିଲେ ରୁସୋଙ୍କ ଶତକ, ଦକ୍ଷିଣ ଆଫ୍ରିକା ନିକଟରୁ ଶୋଚନୀୟ ଭାବେ ହାରିଲା ବାଂଲାଦେଶ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଦକ୍ଷିଣ ଆଫ୍ରିକାର ରିଲେ ରୁସୋ ପ୍ରଥମ ଶତକ ମାରିଛନ୍ତି । ବାଂଲାଦେଶ ବିପକ୍ଷ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ରୁସୋଙ୍କ ବିସ୍ଫୋରକ ଶତକ ବଳରେ ୧୦ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଥିଲା । ରୁସୋ ୫୬ ବଲରେ ୧୦୯ ରନର ଇନିଂସ…

ପିକଅପ୍ ଭ୍ୟାନ୍ ଧକ୍କାରେ ବାପ, ଝିଅ ମୃତ

କଟକ: ଦୁର୍ଘଟଣାରେ ଚାଲିଗଲା ବାପ, ଝିଅଙ୍କ ଜୀବନ । ଗୁରୁବାର କଟକ-ଚାନ୍ଦବାଲି ରାସ୍ତାରେ ପିକଅପ୍ ଭ୍ୟାନ୍ ସହ ବାଇକ୍ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସତ୍ୟଭମାପୁରର ବାପ, ଝିଅ ଅନୁଭବ ସାମଲ ଓ ଅଞ୍ଜଳି ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଭୋର୍ ପ୍ରାୟ ୩ଟା ସମୟରେ…

ଦାଦନ ଖଟିବାକୁ ଯାଇ ୨ ଜଣ ନିଖୋଜ, ଶ୍ରମ ଅଧିକାରୀଙ୍କ ପାଖରେ ଖବର ନାହିଁ

ନୂଆପଡ଼ା: ଦାଦନ ଖଟିବାକୁ ଯାଇଥିଲେ, ଏବେ ଖୋଜ ଖବର ମିଳୁନି । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁସଦହନା ଗାଁ ଓ ସଦର ବ୍ଲକ ସରଧାପୁର ଗାଁର ୨ ଜଣ ଦାଦନ ଖଟିବାକୁ ଯାଇ ନିଖୋଜ ଅଛନ୍ତି । ପରିବାରର ପେଟ ପୋଷିବାକୁ କୁସଦହନା ଗାଁର ଭୋଳା ମଲ୍ଲିକ ହାଇଦ୍ରାବାଦର ମିର୍ଚେଳ ଅଞ୍ଚଳର ଇଟା ଭାଟିରେ ଯାଇ…

ବିଗ୍ ବସ୍ ୧୬ରେ ମିଳିଲା ନୂତନ ଟାସ୍କ, ନିମ୍ରିତ ଓ ଗୌତମଙ୍କ ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ବିଗ୍ ବସ୍ ୧୬ ରେ ଆଗାମୀ ଦିନରେ ନୂଆ ନୂଆ ଟାସ୍କ ଘରର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି। ଗତକାଲି ରାତି ଶୋ’ରେ ପୁଣି ଥରେ ସାଙ୍ଗମାନଙ୍କ ମଧ୍ୟରେ ଜୋରରେ ଶୁଣିବାକୁ ମିଳିଲା। ଘରେ ତିଆରି ବନ୍ଧୁମାନେ ବର୍ତ୍ତମାନ ପରସ୍ପର ବିରୁଦ୍ଧରେ ଠିଆ ହୋଇଥିବା ଦେଖାଯାଉଛି। ଶୋ ଆରମ୍ଭରେ…

ଜୟା ବଚ୍ଚନଙ୍କ ମିମିକ୍ରି କରି ଯୁବତୀଙ୍କ ଭିଡିଓ ଭାଇରାଲ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କର ଭିଡିଓକୁ ନେଇ ବେସ ଚର୍ଚ୍ଚା ଚାଲିଛି। ଭାଇରାଲ କ୍ଲିପ୍‌ରେ ଏହି ଯୁବତୀ ଜଣକ ବଲିଉଡ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କୁ ଅନୁକରଣ କରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଯୁବତୀ ଜଣକ ମିମିକ୍ରି କରିବା ସମୟରେ କେଉଁ…

ଖରାପ ଜୀବନଶୈଳୀ କିଡନୀ ଖରାପ ହେବାର କାରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ନିଜେ ଆମ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରେ। ଏହା ସହିତ ଏହା ଆମ ଶରୀରକୁ ମଧ୍ୟ ଡିଟକ୍ସ କରିଥାଏ। ଯଦି ଆମର କିଡନୀ ସଠିକ୍ ଭାବରେ କାମ ନକରେ, ତେବେ ଶରୀରରେ ଅନେକ ରୋଗ ହୋଇପାରେ। ଖରାପ…

ଜାତୀୟସ୍ତରର କୁସ୍ତି ଖେଳାଳିଙ୍କ ହତ୍ୟାରେ ପୋଲିସକୁ ବଡ ସଫଳତା, ଚିହ୍ନଟ ହେଲା ମୁଖ୍ୟ ଅଭିଯୁକ୍ତ

ଗାଜିଆବାଦ: ଜାତୀୟସ୍ତରର କୁସ୍ତି ଖେଳାଳି ଅରୁଣ ଓରଫ ବରୁଣଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସକୁ ବଡ ସଫଳତା ହାତ ଲାଗିଛି । ଏଥିରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିବାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ରାଜପୁର ଗ୍ରାମର ଜଣେ ଯୁବକ ଏହି କାଣ୍ଡ ଘଟାଇଛି । ପୋଲିସ ତା ଘରେ ପଂହଚିଥିଲେ…

ସାବଧାନ! ଲିପଷ୍ଟିକ୍ ଲଗାଇଲେ ହୋଇପାରେ ପାର୍ଶ୍ୱପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି କିଏ ବା ସୁନ୍ଦର ଦେଖାଯିବାକୁ ପସନ୍ଦ କରେ ନାହିଁ ? ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ପଦାର୍ଥ ମଧ୍ୟ ଉପଲବ୍ଧ। ଏଥି ମଧ୍ୟରୁ ଗୋଟିଏ ହେଉଛି ଲିପଷ୍ଟିକ୍। କିନ୍ତୁ ଆପଣ ଜାଣନ୍ତି କି ଏହି ସବୁ ଲିପଷ୍ଟିକରେ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ,…

ରହସ୍ୟରେ ପରିପୂର୍ଣ୍ଣ ଭାରତର ଐତିହାସିକ ଗୁମ୍ଫା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରର ଜଲଗାଓଁ ସହରରେ ଅବସ୍ଥିତ ଅଜନ୍ତା ଏବଂ ଏଲୋରା ଗୁମ୍ଫାର କୌଣସି ପରିଚୟର ଆବଶ୍ୟକତା ନାହିଁ। ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ଗୁମ୍ଫାଗୁଡ଼ିକୁ ଦେଖିବାକୁ ଆସନ୍ତି। ତେବେ ଏହି ଦୁଇଟି ଗୁମ୍ଫା ପରସ୍ପରଠାରୁ ୧୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହା…