ଭୂକମ୍ପରେ ଥରିଲା କୋରାପୁଟ ଓ ମାଲକାନଗିରି ଜିଲ୍ଲା, ଭୟଭୀତ ଲୋକେ
କୋରାପୁଟ: କୋରାପୁଟ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କୋରାପୁଟର ବୈପାରିଗୁଡ଼ା, ଲମତାପୁଟ, ସେମିଳିଗୁଡ଼ା, ପଟାଙ୍ଗି, ଦାମନଯୋଡ଼ି, ଜୟପୁର, ନନ୍ଦପୁର ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ଗତକାଲି ରାତି ୧୧ଟା ୩୧…