AOCWA: ଆଲୋଚନା ସଫଳ;୧୪ ଦିନିଆ ଆନ୍ଦୋଳନରୁ ଓହରିଲା ଏଓସିଡବ୍ଲ୍ୟୁଏ
ଭୁବନେଶ୍ୱର: ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଆଲୋଚନା ସଫଳ ହେବା ପରେ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର୍ସ ୱେଲଫେୟାର ଆସୋସିଏସନ୍ (ଏଓସିଡବ୍ଲ୍ୟୁଏ) ନିଜର ୧୪ ଦିନିଆ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ୮ ସୂତ୍ରୀ ଦାବି ପୂରଣ ପାଇଁ ପ୍ରାୟ…