Latest Odisha News

BREAKING NEWS

‘ଅଙ୍କୁର’ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଅଙ୍କୁର’ ତରଫରୁ ଚାରା ରୋପଣ କରାଯାଇଛି । ଭୁବନେଶ୍ବରର ଏନ୍-୧ ପ୍ରାଇମେରୀ ସ୍କୁଲ୍ ପରିସରରେ ଦୈନନ୍ଦିନ ଜୀବନରେ ଉପଯୋଗୀ ଫଳ ଚାରା ସ୍କୁଲ ପିଲାଙ୍କ ଦ୍ବାରା ରୋପଣ କରାଯାଇଛି । ପିଲାଙ୍କ ଭିତରେ ପରିବେଶ ଏବଂ ପ୍ରକୃତି ପ୍ରତି ସଚେତନତା…

ଅବହେଳିତ ଅବସ୍ଥାରେ ପଡ଼ିରହିଛି ଐତିହ୍ୟ ସମ୍ପନ୍ନ ମୂଷାନଈ

ପୁରୀ : ଐତିହ୍ୟ ସମ୍ପନ୍ନ ମୂଷାନଦୀର ରହିଛି ପୌରାଣିକ ମହତ୍ତ୍ବ । ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡିରହିଛି ଐତିହ୍ୟ ସମ୍ପନ୍ନ ମୂଷାନଈ । ଜବରଦଖଲ ଓ ବେଆଇନ କୋଠା ନିର୍ମାଣ ଯୋଗୁଁ ଏବେ ସଙ୍କୁଚିତ ହୋଇ ପୋତିହେବାକୁ ବସିଲାଣି ମୂଷାନଈ। ପୂର୍ବରୁ ଅଠରନଳା ନଦୀ ନାମରେ ପରିଚିତ ଥିବା ଏହି ନଦୀ…

୭ମ ଥର ପାଇଁ ଭାରତ ଜିତିଲା ମହିଳା ଏସିଆ କପ ଟାଇଟଲ

ସିଲହଟ: ଶ୍ରୀଲଙ୍କାକୁ ଫାଇନାଲରେ ୮ ୱିକେଟରେ ହରାଇ ଭାରତ ୭ମ ଥର ପାଇଁ ମହିଳା ଏସିଆ କପ କ୍ରିକେଟ ଟାଇଟଲ ହାସଲ କରିଛି । ଟସ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ ହରାଇ ୬୫ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତର ବୋଲରଙ୍କ ପାଖରେ ଶ୍ରୀଲଙ୍କା ଖେଳାଳି ସମ୍ପୂର୍ଣ୍ଣ…

ଧାମନଗର ପାଇଁ କଂଗ୍ରେସର ୩୦ ଜଣ ଷ୍ଟାର ପ୍ରଚାରକ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଛି ଷ୍ଟାର ପ୍ରଚାରକ ତାଲିକା । ପ୍ରକାଶିତ ତାଲିକାରେ କଂଗ୍ରେସ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡ. ଏ ଚେଲ୍କା କୁମାରଙ୍କ ସମେତ ସହ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ…

ରୋଗ ଶଯ୍ୟାରେ ଭେଣ୍ଡିଆ ପୁଅ, ସେବା କରୁଛନ୍ତି ୮୦ ବର୍ଷୀୟ ମାଆ

ନୟାଗଡ : ପୁଅର ସେଵା କରୁଛନ୍ତି ୮୦ ବର୍ଷୀୟ ବୃଦ୍ଧା ମା । ଯେଉଁ ବୟସରେ ବୃଦ୍ଧା ମା , ବାପାଙ୍କୁ, ପୁଅ ସେଵା କରିବା କଥା କିନ୍ତୁ ପୁଅକୁ ସେଵା କରୁଛନ୍ତି ୮୦ ବର୍ଷର ବୃଦ୍ଧା ମା ଗୌରୀ କର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ ସାନଖଜୁରିଆ ଗାଁ ର…

ଜନ୍ମଦିନରେ ହାଇଦ୍ରାବାଦ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆସନ୍ତାକାଲି ନବୀନ ୭୬ ବର୍ଷରେ ପାଦ ଥାପିବେ । ଗତ କିଛିବର୍ଷ ହେଲା ଜନ୍ମଦିନ ପାଳୁ ନଥିବା ନବୀନ ରବିବାର ଜନ୍ମଦିନରେ ହାଇଦ୍ରାବାଦ ଅଭିମୁଖେ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପୂର୍ବରୁ…

ଖାଲି ଘର କି ଗାଡ଼ି ନୁହେଁ; ବ୍ଲାକମେଲିଂ କରି ଅର୍ଚ୍ଚନା ଆକାଶରେ ଉଡ଼ୁଥିଲେ, ନୂଆ ଜାଗା ବୁଲୁଥିଲେ

ଭୁବନେଶ୍ୱର: ନେତା, ମନ୍ତ୍ରୀଙ୍କ ସହ ରହସ୍ୟମୟୀ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ୍ ହେଉଥିବା ବେଳେ ପୋଲିସ ହାତରେ ଲାଗିଛି ପ୍ରମାଣ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ରସିକିଆ ବିଧାୟକ, ଅର୍ଚ୍ଚନାଙ୍କ ଫାସରେ ପଡ଼ିଥିଲେ । ଯାହାକ ଫଟୋ ଓ ଭିଡିଓ ପୋଲିସ ପାଇଥିବା ବେଳେ ଅର୍ଚ୍ଚନାଙ୍କ ପିଛା ବିଧାୟକ…

ଦନ୍ତାଙ୍କ ପାଇଁ କାଳ ଜଙ୍ଗଲରେ ଶିକାରୀ ବିଛାଉଥିବା ବିଦ୍ୟୁତ୍ ତାର

ଅନୁଗୁଳ: ଦୁଇ ଦିନରେ ଆଖି ବୁଜିଲେଣି ଦୁଇ ଦୁଇଟି ଦନ୍ତା । ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଆଉ ଏକ ହାତୀର ମୃତ୍ୟୁ ହୋଇଛି । ଆଠମଲ୍ଲିକ କିଆକଟାର ମୁଣ୍ଡାପଡା ଗାଁ ନିକଟରେ ହାତୀର ମୃତଦେହ ମିଳିଛି । ଗାଁ ଲୋକଙ୍କ ଠାରୁ ଖବର ପାଇଁ ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା…

ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ସବିତା ଜିତିଲେ ରୌପ୍ୟ

ଭୁବନେଶ୍ୱର: କୁଏଟରେ ଅନୁଷ୍ଠିତ ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶାର ସବିତା ଟପ୍ପୋ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ରୌପ୍ୟ ପଦକ ହାସଲ କରିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ୧୪.୧୭ ସେକେଣ୍ଡରେ ତାଙ୍କ ରେସ ସମ୍ପୂର୍ଣ୍ଣ କରିଥିଲେ । ଏହା…

ସ୍ପେନ ଦୈନିକ ଖବରକାଗଜରେ ଭାରତର ଅର୍ଥ ବ୍ୟବସ୍ଥାକୁ କେଳା କାର୍ଟୁନ ସହ ତୁଳନା ନେଇ ଅସନ୍ତୋଷ

ନୂଆଦିଲ୍ଲୀ: ସ୍ପେନର ଦୈନିକୀ ଲା ଭେନଗାର୍ଡିୟାରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଏକ କାର୍ଟୁନ ଛପାଯାଇଛି । ଯାହାକୁ ନେଇ ଭାରତରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଏହି କାର୍ଟୁନରେ ଭାରତର ଅର୍ଥନୀତିକୁ ଏକ ସାପ ଖେଳାଉଥିବା କେଳା ସହିତ ତୁଳନା କରାଯାଇଛି । ଆର୍ଟିକିଲ ଅପେକ୍ଷା…