କବିତା : ମୁକ୍ତି
ସ୍ନେହଲତା ଦାସ ଲେଙ୍କା
ଖୁବ୍ ଆକ୍ତାମାକ୍ତା ଲାଗେ ଦି'ପହରର ଏ ଖରାବେଳଟା
ଲଟ୍କିଯାଏ ଛାତି ଭିତରେ
ଭାକୁର କଣ୍ଟାଭଳି କିଛି ଗୋଟେ
ଲକ୍ଷ୍ମଣର ଗାର ପରି ଏରୁଣ୍ଡି ଡେଇଁବାକୁ
ସାହସ ପାଏନା
ମୁଁ ଯେ ନାରୀ...
ମୋତେ ଗାର ଡେଇଁବା ମନା ॥
ଶିରାପ୍ରଶିରାରେ ବହିଯାଉଛି
ମନତଳର…