ବିଶ୍ବର ତୃତୀୟ ବୃହତ ଅର୍ଥନୈତିକ ଦେଶ ହେବ ଭାରତ: ଆଇଏମଏଫ
ନୂଆଦିଲ୍ଲୀ: ବୃହତ ଅର୍ଥନୈତିକ ଦେଶର ତାଲିକାର ଉପରମୁହାଁ ଅଗ୍ରସର ହେଉଛି ଭାରତ। ବ୍ରିଟେନ ପରେ ଏବେ ଭାରତର ଅର୍ଥନୀତି ଜାପାନକୁ ଟପିବାକୁ ଯାଉଛି। ଏବେ ଭାରତୀୟ ଅର୍ଥନୀତି ବିଶ୍ୱର ପଞ୍ଚମ ସ୍ଥାନରେ ରହିଛି। ଇଣ୍ଟରନେଶନାଲ ମୋନିଟାରି ଫଣ୍ଡ ବା ଆଇଏମ୍ଏଫ୍ ଅନୁଯାୟୀ, ବର୍ତ୍ତମାନର ଅଭିବୃଦ୍ଧି…