Latest Odisha News

BREAKING NEWS

ବଲିଉଡ଼କୁ ଲାଗିଛି ସୁଶାନ୍ତ ସିଂଙ୍କ ଅଭିଶାପ: କେଆରକେ

ମୁମ୍ୱାଇ: ବଲିଉଡ ଅଭିନେତା ତଥା ଫିଲ୍ମ କ୍ରିଏଟର କମାଲ ଆର ଖାନ ତଥା କେଆରକେ ପୁଣି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ତାଙ୍କୁ ଏକ ପୁରୁଣା ବିବାଦୀୟ ଟ୍ୱିଟ ପାଇଁ ଗିରଫ କରାଯାଇଥିଲା ଏବଂ ସେ କିଛି ଦିନ ଜେଲରେ ମଧ୍ୟ ରହିଥିଲେ। ଜେଲରୁ ବାହାରିବା ପରେ କେଆରକେ ସୋସିଆଲ ମିଡିଆରେ…

୩ ଘଂଟାର ଖେଳ ପାଇଁ ପାଗଳ ହେଉଛନ୍ତି ୨୫୦ କୋଟି ପ୍ରଶଂସକ

ପୁରୀ ଟି୨୦ କ୍ରିକେଟ ବିଶ୍ୱକପ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରରେ ଆରମ୍ଭ ହେବ । ୩ ଘଂଟାର ଏହି ଖେଳ ପାଇଁ ସାରା ବିଶ୍ୱର ୨୫୦ କୋଟି ପ୍ରଶଂସକ ପାଗଳ ପ୍ରାୟ ହୋଇ ଉଠିଛନ୍ତି । ଫୁଟବଲ ପଛକୁ କ୍ରିକେଟ ଏବେ ଦ୍ୱିତୀୟ ଲୋକପ୍ରିୟ ଖେଳ ଉଠିଛି । ଫୁଟବଲର ୩୫୦ କୋଟି ପ୍ରଶଂସକ ଥିବା ବେଳେ କ୍ରିକେଟରେ ୨୫୦,…

ଆଧାର କାର୍ଡ ଅପଡେଟକୁ ନେଇ ଆସିଲା ନୂଆ ଆଦେଶ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯେଉଁ ବ୍ୟକ୍ତିଙ୍କୁ ୧୦ ବର୍ଷ କିମ୍ବା ତା’ଠାରୁ ଉର୍ଦ୍ଧ୍ୱ ଦିନରୁ ଆଧାର ନମ୍ବର ଏବଂ ୟୁନିକ୍ ଆଇଡି ପ୍ରଦାନ କରାଯାଇଛି ସେମାନଙ୍କୁ ନିଜର ପରିଚୟ ଏବଂ ବାସସ୍ଥାନ ପ୍ରମାଣପତ୍ରକୁ ଅପଡେଟ୍ କରିବାକୁ କୁହାଯାଇଛି। ଆଧାର ନମ୍ବର ପ୍ରଦାନ କରୁଥିବା ସରକାରୀ ସଂସ୍ଥା…

ଅନୁବାଦ କବିତା : କ୍ଳାନ୍ତ ଇତିହାସ

ମୂଳ ରଚନା : ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହା ସମସ୍ତେ ଯେଉଁ ପଥ ଦେଇ ଫେରୁଛନ୍ତି ମୁଁ ସେଇ ରାସ୍ତା ଦେଇ ଫେରିବିନି ପତନର କରୁଣ ସଙ୍ଗୀତ ଶୁଣି ଶୁଣି ବରଷାରେ ଗୋଟାପଣେ ଭିଜି ଭିଜି ମୋର ଏଇ ଭଙ୍ଗା ନୌକା ଫେରିଯିବ ଜନ୍ମର ବିଶ୍ୱାସେ। କଣ ନେବି ମୁଁ ସାଙ୍ଗରେ ? ବିଳାସୀ ନଗରୀରୁ ଉଗ୍ର…

ହିଜାବ ବ୍ୟାନ ମାମଲା: ସୁପ୍ରିମ୍‌କୋର୍ଟରେ ଆଜି ଆସିବ ରାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ମାମଲାରେ ସୁପ୍ରିମକୋର୍ଟ ଆଜି (ଗୁରୁବାର) ରାୟ ପ୍ରଦାନ କରିବେ। ଏହାପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ହିଜାବ ଉପରେ ନିଷେଧାଦେଶ ବନ୍ଦ କରିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ…

ବର୍ଷକ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ଡବଲ୍ ହେଲାଣି !

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହି ଖୁଚୁରା ମୁଦ୍ରାସ୍ଫୀତି ୭% ଥିବା ବେଳେ ଜୁଲାଇରେ ଏହା ୬.୭୧% ରହିଥିଲା। ଯାହାକି ୫ ମାସ ମଧ୍ୟରେ…

କ୍ଷମତାକୁ ଫେରିଲେ ପିଏସୟୁର ଘରୋଇକରଣ ହେବନି, ଯୁବକଙ୍କୁ ରୋଜଗାର ଦେବୁ: ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ: କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା'ର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ପୁଣି ଥରେ ଘରୋଇକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକର ଘରୋଇ କରଣକୁ ସେ ବିରୋଧ କରିଛନ୍ତି । ଏହାଦ୍ୱାରା ଯୁବ ପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ମିଳିବ ନାହିଁ।…

ଟାଇମ୍‍ସ ହାୟର ଏଜୁକେସନ୍‍ ରାଙ୍କିଙ୍ଗ ୨୦୨୩ ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

ଭୁବନେଶ୍ୱର: ଟାଇମ୍‍ସ ହାୟର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟ। ବୁଧବାର ଟାଇମ୍‍ସ ହାୟର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୩ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ ପ୍ରଦର୍ଶନ କରିଛି। ପୂର୍ବବର୍ଷ…

ଓସିଏ ଭୋଟର ତାଲିକାରେ ପ୍ରଣବଙ୍କ ନାଁ, କ୍ରିକେଟ ଉପରେ ଦ୍ବିତୀୟ କ୍ଷମତା କେନ୍ଦ୍ରଙ୍କ ନଜର !

ଭୁବନେଶ୍ୱର: ଆଗକୁ ଓଡ଼ିଶା କ୍ରିକେଟ ଆସୋସିଏସନର ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ବିଧାୟକ ତଥା ରାଜ୍ୟର ଦ୍ବିତୀୟ କ୍ଷମତା କେନ୍ଦ୍ର ପ୍ରଣବ ପ୍ରକାଶ ଦାସଙ୍କ ନାଁ ଓସିଏ ଭୋଟର ତାଲିକାରେ ଦେଖିବାକୁ ମିିଳିଛି। ଯାହାକୁ ନେଇ ଯାଜପୁରର ଏହି ବିଧାୟକ ଏବେ ରାଜନୀତି ପରେ କ୍ରିକେଟ ଉପରେ…

ତେଜିଲା ମନ୍ତ୍ରୀ ସମୀର ଦାସଙ୍କ ବହିଷ୍କାର ଦାବି, ଘେରିଲେ ବିଜେପି-କଂଗ୍ରେସ

ଭୁବନେଶ୍ୱର: ତୁରନ୍ତ ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ବହିଷ୍କାର କରାଯାଉ। ଏଭଳି ଦାବି କରିଛି ବିଜେପି। ନହେଲେ ତଦନ୍ତ ଠିକ୍ ଭାବେ ହୋଇପାରିବ ନାହିଁ, ଯେହେତୁ ସେ ଜଣେ ମନ୍ତ୍ରୀ। ନିମାପଡା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଏପରି…