Latest Odisha News

BREAKING NEWS

ଅନୁବାଦ ଗଳ୍ପ : ପୁଣି ଥରେ ଲେଉଟାଣି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୮  ମୂଳ ପଞ୍ଜାବୀ: ଗୁରୁଦିଆଲ ସିଂହ ପଞ୍ଝାଏ ଟୋକା ହାତରେ ଫାର୍ଶ, ଠେଙ୍ଗା ଆଉ ବର୍ଚ୍ଛା ଧରି ଅନ୍ଧାର ରାତିରେ ପଇଁତରା ମାରୁଥିଲେ । ସେମାନେ ଗାଆଁକୁ ସୁରକ୍ଷା ଦେଲଲାଗି ଏମିତି ପହରା ଦେଉଥିଲେ । କିନ୍ତୁ ଲାଗୁଥିଲା ସତେ ଯେମିତି…

ଆଜି ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରବିବାର ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ…

କବିତା : ବର୍ଷା ଆଉ ତୁମେ

ଶୁଭ୍ରାଂଶୁ ଶେଖର ମାହୁନ୍ତ  ତନୁମନ ମୋର ବିମୋହିତ ହୁଏ ବରଷାକୁ ଆଜି ଦେଖି , ବରଷାରେ ଭିଜି ଆସନ୍ତ କି ତୁମେ ଆଖି ମୋ ଯାଆନ୍ତା ଲାଖି । ଓଦା କବରୀର ନିଆରା ବାସ୍ନାରେ ହଜି ମୁଁ ଯାଆନ୍ତି ସତେ, ତୁମ କଥା ଭାଳି ଶିହରିତ ହୁଏ ଆବେଗପଣରେ କେତେ । ଦୁର୍ଲ୍ଲଭ ଇଛାର ଅଝଟପଣରେ…

ଶିଶୁ ଗଳ୍ପ : କୁମ୍ବିକାଠରୁ  କୁମ୍ଭୀର

କୁଞ୍ଜ ବିହାରୀ ସାହୁ କେଉଁଟ ଘରର ଦୁଇପୁଅ । ନଦୀରୁ ମାଛ ଧରିବା ତାଙ୍କର ବେଉସା । ଅକାତକାତ ପାଣିକୁ ଡର ନାହିଁ । ଦୁଇଭାଇ ସାଥୀ ହୋଇ ବଣକୁ ଗଲେ । ହାଲକା କୁମ୍ବିକାଠଟିଏ କାଟିଲେ । ଡଙ୍ଗାଟିଏ ତିଆରିକଲେ । ଡଙ୍ଗାକୁ ନେଇ ପାଖ ନଦୀକୁ ଗଲେ । ସାଥିରେ ବଡ଼ ଜାଲଟିଏ ଧରିଲେ । ଅନେକ…

ଅଧ୍ୟାପକ ବିଶ୍ଵରଞ୍ଜନ ହେଲେ ମନୋଜ ଦାସ ସ୍ମୃତି ସଂସଦର ନୂତନ ସଭାପତି

ଭୁବନେଶ୍ୱର : ମନୋଜ ଦାସ ସ୍ମୃତି ସଂସଦର ଏକ ସ୍ଵତନ୍ତ୍ର ବୈଠକରେ ସ୍ଥାନୀୟ ଏକ ହୋଟେଲରେ ନୂତନ ସଭାପତି ଭାବରେ କଥାକାର ଅଧ୍ୟାପକ ବିଶ୍ଵରଞ୍ଜନ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ବିଶିଷ୍ଟ କଥାକାର ବିଜୟ ନାୟକ ସଂସଦର ପ୍ରଥମ ସଭାପତି ଭାବେ ମନୋନୀତ ହୋଇଥିଲେ। ତେବେ ମହାମହିମ…

ଯାଜପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଜବତ

ଯାଜପୁର: ବିଞ୍ଝାରପୁର ଥାନା ଅଞ୍ଚଳର ବରିକୂଳ ଗ୍ରାମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଠାବ ହୋଇଛି । ଶନିବାର ଟିଉସନ ଯାଇ ଆଉ ଘରକୁ ଫେରିନଥିଲେ ଛାତ୍ରୀ। ବିଳମ୍ବିତ ରାତିରେ ନିକଟସ୍ଥ ଏକ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଛାତ୍ରୀଙ୍କୁ ହତ୍ୟା କରି ଫିଙ୍ଗି…

ପାରାଦୀପରେ ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ

ଭୁବନେଶ୍ୱର: ପାରାଦୀପ ଲକ୍ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ନାବାଳିକା ତାଙ୍କ ମାମୁ ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା । ଗଣେଶ ପୂଜାରେ ପୀଡ଼ିତା ତାଙ୍କ ମାମୁ…

ଦ୍ୱିତୀୟ ଥର ପାଇଁ ବାତିଲ ହେଲା ନାସାର ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ଆମେରିକା ସ୍ପେସ ଏଜେନ୍ସି ନାସା ଆର୍ଟେମିସ-୧ ମୁନ ମିଶନ ପୁନର୍ବାର ବାତିଲ କରିଛି । ନାସାର ଏହି ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ଫ୍ୟୁଲ ଲିକ ଯୋଗୁ ପୁଣି ଫେଲ ମାରିଛି । ପୁନର୍ବାର ଏହାକୁ କେବେ ଲଂଚ କରାଯିବ ସେ ନେଇ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି ।…

ବିମାନ ଚୋରି କରି ୱାଲମାର୍ଟ ଷ୍ଟୋରକୁ ଉଡାଇବାକୁ ଧମକ ଦେଲା ପାଇଲଟ

ଟୁପେଲୋ: ଆମେରିକାର ଟୁପେଲୋରେ ଏବେ ଏକ ପାଇଲଟ ଯୋଗୁ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ରିପୋର୍ଟ ମୁତାବକ ମିିସିସିପି ରାଜ୍ୟରେ ଜଣେ ପାଇଲଟ ବିମାନ ଚୋରି କରିବା ପରେ ଏହାକୁ ଉଡାଇ ଧମକ ଦେବା ଆରମ୍ଭ କରିଛି । ନିକଟରେ ଥିବା ୱାଲମାର୍ଟ ଷ୍ଟୋରକୁ ଖୁବ ଶୀଘ୍ର ବିସ୍ଫୋରଣରେ ଉଡେଇ ଦେବି ବୋଲି…

ଟି୨୦ ବିଶ୍ୱକପରେ ବି ଖେଳିବେନି ଜାଡେଜା !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଆଘାତ ସମସ୍ୟା ଜଟିଳ ହୋଇଥିବାରୁ ସେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ମେଗା ଇଭେଂଟରେ ଖେଳିପାରିବେ ନାହିଁ । ତେବେ ଏ ନେଇ ବିଧିବଦ୍ଧ ଭାବେ ଜାଡେଜା କିମ୍ବା…