Latest Odisha News

BREAKING NEWS

୨ ଛୁଆକୁ ଛାଡ଼ି ମାଆ ଫେରାର୍, ଥାନାରେ ଏତଲା

ବାଲିଗୁଡ଼ା: ଦୁଇ ଛୁଆକୁ ଛାଡ଼ି ମାଆ କେଉଁ ଆଡ଼େ ଫେରାର୍ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଗାଁରୁ । ଅଭିଯୋଗ ପ୍ରକାରେ ଗାଁର ରାଉତ ପ୍ରଧାନଙ୍କ ପତ୍ନୀ ରାନୀ ନାୟକ ନିଜର ଦୁଇ ଛୁଆଙ୍କୁ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି । ଏନେଇ ପରିବାର ଲୋକେ…

ମ୍ୟାଗସେସେ ପୁରସ୍କାର ନେବାକୁ ମନା କଲେ କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଶୈଳଜା

ନୂଆଦିଲ୍ଲୀ: କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ସମ୍ମାନଜନକ ମ୍ୟାଗସେସେ ପୁରସ୍କାର ନେବାକୁ ମନା କରିଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକଳାପକୁ ଆଖି ଆଗରେ ରଖାଯାଇ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା । ନିପା ଭାଇରସ ଓ କୋଭିଡ ମହାମାରୀ ପରି ରୋଗର…

ଛାତ୍ରୀଙ୍କୁ ଅପହରଣ ପରେ ୪ ଦିନ ଧରି ସ୍କୁଲ୍ ଗାଡ଼ି ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ

ପାରାଦୀପ: ପାରାଦୀପରେ ଲଜ୍ଜା । ଅପହରଣ ପରେ ଛାତ୍ରୀଙ୍କୁ ୪ ଦିନ ଧରି ଦୁଷ୍କର୍ମ ସହ ସ୍କୁଲ୍ ଗାଡ଼ି ଡ୍ରାଇଭର ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ଏନେଇ ପାରାଦୀପ ଲକ୍ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ଅନୀଲ ନାୟକ ଓରଫ ଚିନୁକୁ ଗିରଫ କରିଛି । ନାବାଳିକାଙ୍କ ଡାକ୍ତରୀ…

[ଦେଖନ୍ତୁ ଭିଡିଓ] ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ

ପୁରୀ: ଜାତୀୟ ପୁରସ୍କାର ପାଇବେ ପୁରୀ ମାଟିର ପୁଅ ଈଶ୍ୱର ଚନ୍ଦ୍ର ନାୟକ । ଗୁରୁ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଈଶ୍ୱର ଚନ୍ଦ୍ର ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିବେ । ଚଳିତ ବର୍ଷ ଦେଶରୁ ୪୬ ଜଣ ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ଈଶ୍ୱର…

ଟି୨୦ରୁ ଅବସର ଘୋଷଣା କଲେ ବାଂଲାଦେଶର ବ୍ୟାଟ୍ସମ୍ୟାନ ମୁସଫିକର ରହୀମ

ଢ଼ାକା: ବାଂଲାଦେଶର ଷ୍ଟାର ବ୍ୟାଟ୍ସମ୍ୟାନ ଓ ୱିକେଟ କିପରି ମୁସଫିକର ରହୀମ ରବିବାର ଆର୍ନ୍ତଜାତୀୟ ଟି୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ତେବେ ସେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୩୫ ବର୍ଷୀୟ ମୁସଫିକର ୧୦୨ ଟି୨୦ ମ୍ୟାଚରେୀ ୧୯.୨୩…

ଆଇପିଏଲର ଆଗାମୀ ସଂସ୍କରଣରେ ଧୋନୀ ହେବେ ଚେନ୍ନାଇର ଅଧିନାୟକ

ମାଡ୍ରାସ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ତୁଲାଇବେ । ରବିବାର ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ଏହା ସ୍ପଷ୍ଟ କରିଛନ୍ତି । ଗତ ସଂସ୍କରଣରେ ଚେନ୍ନାଇ ୨ ଥର ଅଧିନାୟକ ପରିବର୍ତନ କରିଥିଲା । ରବୀନ୍ଦ୍ର ଜାଡେଜାଙ୍କୁ…

ସାତଲହଡି ମଠରେ ଆୟୋଜିତ ହେଲା ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ

ପୁରୀ: ଓଡିଆ ଭାଷା ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ସମାରୋହ ସ୍ଥାନୀୟ ସାତଲହଡି ମଠରେ ଆୟୋଜିତ ହୋଇଛି । ଏହି ଜୟନ୍ତୀ ସମାରୋହରେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ସଭାମୁଖ୍ୟ ଓ…

ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଢ଼େଙ୍କାନାଳ: ଢ଼େଙ୍କାନାଳ ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁ ମାମଲାରେ ହୋଇଛି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ଦୁଇ ଜଣ କର୍ମଚାରୀଙ୍କୁ ଢ଼େଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ ନିଲମ୍ବିତ କରିଛନ୍ତି । ଗତ ମାସ ୨୮ ତାରିଖରେ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ…

ହିଞ୍ଜିଳିରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୫ ଗିରଫ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଅନ୍ତର୍ଗତ ସାରୁ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଧରିଛି ପୋଲିସ। ଚଢାଉ କରି ୧୫ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୧ ଲକ୍ଷ ୫୩ ହଜାର ଟଙ୍କା ଏବଂ ୧୮ଟି ଦାମୀ ମୋବାଇଲ ଫୋନ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ସାରୁ ଗ୍ରାମରେ ଏକ…

ଅନୁବାଦ ଗଳ୍ପ : ପୁଣି ଥରେ ଲେଉଟାଣି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୮  ମୂଳ ପଞ୍ଜାବୀ: ଗୁରୁଦିଆଲ ସିଂହ ପଞ୍ଝାଏ ଟୋକା ହାତରେ ଫାର୍ଶ, ଠେଙ୍ଗା ଆଉ ବର୍ଚ୍ଛା ଧରି ଅନ୍ଧାର ରାତିରେ ପଇଁତରା ମାରୁଥିଲେ । ସେମାନେ ଗାଆଁକୁ ସୁରକ୍ଷା ଦେଲଲାଗି ଏମିତି ପହରା ଦେଉଥିଲେ । କିନ୍ତୁ ଲାଗୁଥିଲା ସତେ ଯେମିତି…