Latest Odisha News

BREAKING NEWS

ଢ଼େଙ୍କାନାଳ ସଦରରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ

ଢ଼େଙ୍କାନାଳ:  ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ରାଜେନ୍ଦ୍ର କୁମାର ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ମାତ୍ରାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି ବୋଲି ଅବକାରୀ ଅଧିକକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି ।

ପୂର୍ବରୁ ବଳଦିଆ ବନ୍ଧରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା। ଦୀର୍ଘ ଦିନ ଧରି ରାଜେନ୍ଦ୍ର ବ୍ରାଉନ ସୁଗାର ବିକ୍ରି କରୁଥିଲା । ଶୁକ୍ରବାର ପ୍ରାକ୍ ସୂଚନା ପାଇ ପାଇ ଅବକାରୀ ବିଭାଗ ବଳଦିଆବନ୍ଧରେ ରାଜେନ୍ଦ୍ରକୁ ମାଡ଼ି ବସିଥିଲା।

Leave A Reply

Your email address will not be published.