Latest Odisha News

BREAKING NEWS

ଗଣେଶ ପୂଜା ମଣ୍ଡପରେ ଭାଇଭଉଣୀ ଦ୍ରୌପଦୀ-ନବୀନ ସଂପର୍କର ଝଲକ

ବ୍ରହ୍ମପୁର: ଅଗ୍ର ପୂଜ୍ୟ ଗଜାନନଙ୍କ ଆରାଧନା ପାଇଁ ବ୍ରହ୍ମପୁର ସହର ଉତ୍ସବମୂଖର ହୋଇପଡ଼ିଛି । ସହରର ବିଭିନ୍ନ ସ୍ଥାନରେ ମଣ୍ଡପରେ ଶ୍ରୀଗଣେଶଙ୍କୁ ପୂଜା କରାଯାଉଛି । ଚଳିତ ବର୍ଷ ଆକର୍ଷଣ ସାଜିଛି ସହରର ଅଶୋକନଗର ଠାରେ ନିର୍ମିତ ମେଢ଼। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ…

ଷ୍ଟାରବକ୍ସର ନୂଆ ସିଇଓ ଲକ୍ଷ୍ମଣ ନରସିଂହାନ୍

ଭୁବନେଶ୍ୱର: ଲୋକପ୍ରିୟ କଫି କମ୍ପାନୀ ଷ୍ଟାରବକ୍ସର ନୂଆ ସିଇଓ ଜଣେ ଭାରତୀୟ ବଂଶଜ ହୋଇଛନ୍ତି । ଷ୍ଟାରବକ୍ସ କର୍ପୋରେସନ୍ ଶୁକ୍ରବାର ଦିନ ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହାନଙ୍କୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଚୟନ କରିଛି । ହାୱାର୍ଡ ସ୍କଲ୍ଟଜଙ୍କ…

ଶୁକ୍ରବାର ଲୁଫ୍ଥାନ୍ସା ଏୟାରଲାଇନ୍ସର ୮୦୦ ବିମାନ ବାତିଲ

ଭୁବନେଶ୍ୱର: ଜର୍ମାନୀ ଏୟାରଲାଇନ୍ସ ଲୁଫ୍ଥାନ୍ସା ଶୁକ୍ରବାର ୮୦୦ ଟି ବିମାନ ବାତିଲ କରିଛି । ଲୁଫ୍ଥାନ୍ସାର ସମସ୍ତ ପାଇଲଟ ୟୁନିଅନ ଧର୍ମଘଟ କରିବାରୁ ଶୁକ୍ରବାର କମ୍ପାନୀ ତାର ପ୍ରାୟତଃ ସମସ୍ତ ବିମାନ ବାତିଲ କରିବାକୁ ବାଧ୍ୟ ହୋଇଛି । ଏହା ଦ୍ୱାରା ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହେବେ…

କାର ଦୁର୍ଘଟଣାରେ ପଂଜାବୀ ଗାୟକ ନିରଭରଙ୍କ ପରଲୋକ

ଚଣ୍ଡୀଗଡ: ପଞ୍ଜାବର ଆଉ ଜଣେ ଲୋକପ୍ରିୟ ଗାୟକ ନିରଭର ସିଂଙ୍କ ସଡକ ଦୁର୍ଘଟଣାରେ ପରଲୋକ ହୋଇଯାଇଛି । ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ନିରଭରଙ୍କ ମୃତ୍ୟୁ ପଞ୍ଜାବୀ ଶ୍ରୋତାଙ୍କ ମହଲରେ ଶୋକର ଲହରୀ ଖେଳିଯାଇଛି । ଦର୍ଦେ ଏ ଦିଲ, ଫେରାର ଡ୍ରିମ ଓ ହିକ ଠୋକ ପରି ଗୀତ ଗାଇ ସେ ଚର୍ଚ୍ଚାକୁ ଆସିଥିଲେ…

ଜଣଙ୍କ ପରେ ଜଣେ ପୁତିନଙ୍କ ନିକଟତର ମୃତ୍ୟୁବରଣ କରୁଛନ୍ତି ରହସ୍ୟମୟ ଢ଼ଙ୍ଗରେ

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ଅବସରରେ ଭ୍ଲାଡିମିର ପୁତିନଙ୍କ ନିକଟତର ଜଣଙ୍କ ପରେ ଜଣେ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁବରଣ କରୁଛନ୍ତି । ଯାହାକି ରୁଷ ରାଷ୍ଟ୍ରପତି ପୁତିନଙ୍କୁ ଚିନ୍ତାରେ ପକାଇଛି । ବୁଧବାର ଲୁକୋଇଲ ତେଲ କମ୍ପାନୀର ଚେୟାରମ୍ୟାନ ରବୀଲ ମାଗନୋଭଙ୍କ ମୃତ୍ୟୁ ଘଟିଛି । ରୋଗଗ୍ରସ୍ତ…

ଦକ୍ଷିଣ ଭାରତ ପ୍ରଡ୍ୟୁସର ଚନ୍ଦ୍ରସେକରନଙ୍କୁ ବିବାହ କଲେ ମହାଲକ୍ଷ୍ମୀ

ମାଡ୍ରାସ: ପ୍ରେମ ଭଲପାଇବା ଛଡା ଆଉ କିଛି ଖୋଜେନି । ପୁନର୍ବାର ଏ ଭଳି ଆଉ ଏକ ଘଟଣା ସମ୍ମୁଖକୁ ଆସିଛି । ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ପ୍ରଡ୍ୟୁସର ରବିନ୍ଦର ଚନ୍ଦ୍ରସେକରନ ଗୁରୁବାର ଲୋକପ୍ରିୟ ଟିଭି ଅଭିନେତ୍ରୀ ମହାଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି । ୨ଜଣ ପରସ୍ପରକୁ ଭଲ…

ସିଦ୍ଧୁ ମୁସେୱାଲା ମର୍ଡର କେସ: କେନିୟାରୁ ଗିରଫ ହେଲା ଲରେନ୍ସର ଭାଇ ଅନମୋଲ

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ମର୍ଡର କେସରେ ଗୁରୁବାର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଭାଇ ଅନମୋଲକୁ କେନିୟାରେ ଗିରଫ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ଆଜରବୈଜାନ ଓ କେନିୟାରୁ ୨ଜଣ ସନ୍ଦିଗ୍ଧ ବ୍ୟକ୍ତି ଗିରଫ ହୋଇଛନ୍ତି । ସେମାନଙ୍କ…

ବିଶିଷ୍ଟ ବ୍ୟକ୍ତିଙ୍କ ନୂଆଁଖାଇ ଉପଲକ୍ଷେ ଜୁହାର୍; ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ପଶ୍ଚିମ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସୁଖ ଶାନ୍ତି କାମନା କରିଛନ୍ତି ।…

କିଶୋର କୁମାରଙ୍କ ଜୁହୁ ଘରେ କୋହଲି ଖୋଲିବେ ହୋଟେଲ

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ମହାନ ଗାୟକ କିଶୋର କୁମାରଙ୍କ ଜୁହୁ ଘରେ ହୋଟେଲ ଖୋଲିବେ । କୋହଲି ୫ ବର୍ଷ ପାଇଁ ଏହାକୁ ଲିଜରେ ନେଇଛନ୍ତି । କିଶୋର ଓ ଲୀନାଙ୍କ ପୁତ୍ର ସୁମିତଙ୍କ ସହ କୋହଲି ଏ ନେଇ କିଛି ଦିନ ତଳେ ଆଲୋଚନା କରିଥିଲେ । ଶେଷରେ ସୁମିତ ଏହାକୁ ଭଡା…

ଅବସର ପରେ ଯବାନଙ୍କ ପ୍ରଶିକ୍ଷଣ କେନ୍ଦ୍ର, ମାଗଣା ଦେଉଛନ୍ତି ତାଲିମ୍

ଯାଜପୁର: ଦୌଡ଼କୁଦ ସାଙ୍ଗକୁ ବ୍ୟାୟାମ ପୁଣି ସାଇକେଲିଂ । ଫିଟେନସ୍ ଟିପ୍ସ ସହିତ ଦିଆ ଯାଉଛି ଭଳିକ ଭଳି ତାଲିମ୍ । ତେବେ ସରକାରଙ୍କ ପକ୍ଷରୁ ଏଭଳି ପ୍ରଶିକ୍ଷଣ ଦିଆଯାଉ ନାହିଁ । ଅବସରପ୍ରାପ୍ତ ସୈନିକ ତରୁଣ କୁମାର ଦାସ ନିଜ ଉଦ୍ୟମରେ ଏଭଳି ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି । ୨୦୨୦ ମସିହାରେ…