ପ୍ରକାଶ ପାଇବ ଉତ୍ତରପ୍ରଦେଶ SIRର ଡ୍ରାଫ୍ଟ, ଭୋଟର ତାଲିକାରୁ ବାଦ ପଡିଯିବ ଏତେ କୋଟି ନାଁ!
ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଭୋଟର ତାଲିକାର ଡ୍ରାଫ୍ଟ ତାଲିକା ପ୍ରକାଶିତ ହେବ। ଏଥିରେ ରାଜ୍ୟର ପ୍ରାୟ ୧୨.୫୫ କୋଟି ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ ହେବ। ତଥାପି, ଏହି ତାଲିକାରୁ ୨.୮୯ କୋଟି ଭୋଟରଙ୍କ ନାମ ବାଦ ଦିଆଯାଇପାରେ। ଏଥିରେ ଯେଉଁମାନେ ସ୍ଥାନାନ୍ତରିତ…